ଟିକା ନେଲେ ମିଳିବ ଟିଭି, ସ୍ମାର୍ଟ ଫୋନ୍, ଟିକା ନେଉଥିବା ଲୋକଙ୍କ ପାଇଁ ପୁରସ୍କାର ଘୋଷଣା କଲା ଏହି ରାଜ୍ୟ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ବିରୋଧରେ ଟିକାକରଣ ଦ୍ରୁତ ଗତିରେ ଚାଲିଛି । ଲୋକଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ଅନେକ ଯୋଜନା ଗ୍ରହଣ କରାଯାଇଛି । ଏବେ ମଣିପୁରରେ ଟିକା ନେଉଥିବା ଲୋକଙ୍କ ପାଇଁ ଆକର୍ଷଣୀୟ ପୁରସ୍କାରମାନ ଘୋଷଣା କରାଯାଇଛି | ଟିକା ନେଉଥିବା…

ଆଫଗାନିସ୍ତାନ ପ୍ରସଙ୍ଗରେ ଆସନ୍ତା ମାସରେ ବୈଠକ ପାଇଁ ପାକିସ୍ତାନର ଏନ୍ଏସ୍ଏକୁ ନିମନ୍ତ୍ରଣ କଲା ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ସ୍ଥିତିକୁ ନେଇ ଆସନ୍ତା ମାସରେ ଦିଲ୍ଲୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ର ଏକ ବୈଠକ ଅନୁଷ୍ଠିତ ହେବ। ଭାରତ ଏହାକୁ ଆୟୋଜନ କରିବ। ଏହି ବୈଠକରେ ରୁଷ୍ ଏବଂ ପାକିସ୍ତାନକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏହି ବୈଠକରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା…

ଜାତୀୟ ସିନିଅର ଓ ଜୁନିୟର ମହିଳା ହକି ଟୁର୍ଣ୍ଣାମେଂଟ ପାଇଁ ଓଡିଶା ଦଳ ଘୋଷିତ

ଭୁବନେଶ୍ୱର – ଜାତୀୟ ସିନିଅର ଓ ଜୁନିୟର ମହିଳା ହକି ଟୁର୍ଣ୍ଣାମେଂଟ ପାଇଁ ଓଡିଶା ଦଳ ଘୋଷିତ ହୋଇଛି । ଏହି ମାସ ୨୧ ତାରିଖରୁ ଝାନସୀରେ ଆରମ୍ଭ ହେବାକୁ ଥିବା ଜାତୀୟ ସିନିୟର ମହିଳା ହକି ଟୁର୍ଣ୍ଣାମେଂଟ ପାଇଁ ୧୮ ଜଣିଆ ଓଡିଶା ଦଳର ନେତୃତ୍ୱ ନେବେ ଅସ୍ମିତା ବାର୍ଲା । ରାଂଚିରେ ଆସନ୍ତା ୨୦…