ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେଡି ସଂଗ୍ରହ କଲା ୨୦୨ ୟୁନିଟ ରକ୍ତ

ଗୋପାଳପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିନ ଅବସରରେ ଓଡ଼ିଶା ମୋ ପରିବାର ପକ୍ଷରୁ ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡ଼କୁଶସ୍ଥଳୀ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସାମାଜିକ ସେବା କାର୍ଯ୍ୟକ୍ରମ ଆହ୍ବାନକ୍ରମେ…

ଚହଳ ପକାଇଛି ନେଟଫ୍ଲିକ୍ସର ‘ସ୍କ୍ୱିଡ୍ ଗେମ୍’, ରିଲିଜ୍ ହେବାର ମାସେ ମଧ୍ୟରେ ଭାଙ୍ଗିଲା ସବୁ ରେକର୍ଡ

ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଏକାଧିକ ୱେବ୍ ସିରିଜ୍ ରିଲିଜ୍ ହୋଇଛି | ତେବେ ପ୍ରାୟ ମାସେ ତଳେ ରିଲିଜ୍ ହୋଇଥିବା 'ସ୍କ୍ୱିଡ୍ ଗେମ୍' ନାମକ ୱେବ୍ ସିରିଜ୍ ବେଶ୍ ଆଦୃତ ହେବାରେ ଲାଗିଛି | ଏହି ସିରିଜ୍ କେବଳ ଗୋଟିଏ ମାସ ମଧ୍ୟରେ ଅନେକ ରେକର୍ଡ ଭାଙ୍ଗିଛି | ସାରା ବିଶ୍ୱରେ…

ଭାରତୀୟ ଅଣ୍ଡର-୧୯ ଦଳର ପୂର୍ବତନ ଅଧିନାୟକ ଅଭି ବାରୋଟଙ୍କ ହୃଦଘାତରେ ମୃତ୍ୟୁ

ନୂଆଦିଲ୍ଲୀ: ଭାରତର ଅଣ୍ଡର-୧୯ ଦଳର ପୂର୍ବତନ ଅଧିନାୟକ ଅଭି ବାରୋଟଙ୍କ ଶୁକ୍ରବାର ହୃଦଘାତ ଯୋଗୁଁ ପରଲୋକ ହୋଇଯାଇଛି। ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା । ବାରୋଟ୍ ସୌରଷ୍ଟ୍ର ଓ ୨୦୨୦ ରଣଜୀ ଟ୍ରଫି ବିଜେତା ଦଳର ସଦସ୍ୟ ଥିଲେ। ବାରୋଟଙ୍କ ମୃତ୍ୟୁକୁ ନେଇ ସୌରଷ୍ଟ୍ର କ୍ରିକେଟ୍ ଆସୋସିଏସନ…

Bus Fares Hiked in Odisha

Bhubaneswar: The Odisha Commerce and Transport Department announced hike in bus fare across all categories due to constant rise in fuel prices. The revised rates are effective from Saturday. The price of diesel per litre has…