କରୋନା ଅପଡେଟ୍: କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ଆଉ ୧୫,୯୮୧ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଗ୍ରାଫ୍ ତଳକୁ ଖସିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-୧୯ର ଆଉ ୧୫,୯୮୧ ନୂଆ ମାମଲା ଆସିଛି । ଏହା ପରେ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩.୪୦ କୋଟି ଅତିକ୍ରମ କରିଛି। ସେପଟେ ସକ୍ରିୟ ରୋଗୀ ସଂଖ୍ୟା ମଧ୍ୟ ଦୁଇ ଲକ୍ଷକୁ ଖସି ଆସିଛି,…

ପାର୍ବଣ ଭିଡର ପ୍ରଭାବ ୭ରୁ ୧୦ ଦିନ ମଧ୍ୟରେ ଜଣାପଡିବ : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର - ପାର୍ବଣ ଭିଡର ପ୍ରଭାବ ୭ରୁ ୧୦ ଦିନ ମଧ୍ୟରେ ଜଣାପଡିବ । ଏହା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ପାର୍ବଣରେ ଯେଉଁ ଭଳି ଭାବେ ଲୋକେ ଭିଡ ଜମାଇଥିଲେ, ଏହାର ପ୍ରଭାବ ନିଶ୍ଚିତ ଭାବେ କୋରୋନା ସଂକ୍ରମଣ ଉପରେ ପକାଇବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ…

ରାୟପୁର: ଟ୍ରେନ୍ ଭିତରେ ବିସ୍ଫୋରଣ, ୪ ସିଆରପିଏଫ୍ ଯବାନ ଆହତ

ରାୟପୁର: ଆଜି ସକାଳେ ଛତିଶଗଡ ରାୟପୁର ରେଳ ଷ୍ଟେସନରେ ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ସିଆରପିଏଫ୍ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ରାୟପୁର ରେଳ ଷ୍ଟେସନରେ ଚଟାଣରେ ପଡ଼ିବା ପରେ ସିଆରପିଏଫ୍ ସ୍ୱତନ୍ତ୍ର ଟ୍ରେନର ଇଗ୍ନାଇଟର ବକ୍ସ ବିସ୍ଫୋରଣ ହୋଇଥିଲା।…

ମନୀଷ ଅନୁରାଗ ହତ୍ୟା ମାମଲାରେ ତିନି ଅଭିଯୁକ୍ତ ଗିରଫ

ଭୁବନେଶ୍ୱର – ରାଜଧାନୀର ବହୁଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି । ହତ୍ୟା, ଷଡଯନ୍ତ୍ର ଓ ପ୍ରମାଣ ନଷ୍ଟ ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇପାରେ । ଅଟକ ଥିବା ଅନ୍ୟ ଜଣେ ସନ୍ଦିଗ୍ଧକୁ ପ୍ରମାଣ…

ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ, ଅଧ୍ୟକ୍ଷ ନିର୍ବାଚନ ଉପରେ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଦଳରେ ଚାଲିଥିବା ବିବାଦ ମଧ୍ୟରେ ଆଜି ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଲକ୍ଷ୍ମୀପୁର ଖେରୀ, ପାଞ୍ଚଟି ରାଜ୍ୟରେ କୃଷକଙ୍କ ଆନ୍ଦୋଳନ, ଦରଦାମ୍ ବୃଦ୍ଧି ଏବଂ ବିଧାନସଭା…

କ୍ରମାଗତ ତୃତୀୟ ଦିନ ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ଦିନ ଦର ବୃଦ୍ଧି ସହ ଦେଶରେ ପେଟ୍ରୋଲ ଏବଂ ଡିଜେଲ୍ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚଛି। ଆଜି ପେଟ୍ରୋଲ ଏବଂ ଡିଜେଲର ଦର ୩୫-୩୫ ପଇସା ବୃଦ୍ଧି କରାଯାଇଛି। ଏହା ପରେ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲର ମୂଲ୍ୟ ୧୦୫.୪୯ ଏବଂ ମୁମ୍ବାଇରେ ୧୧୧.୪୩ ଟଙ୍କାରେ ପହଞ୍ଚିଛି।…

ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ମୁଖ୍ୟମନ୍ତ୍ରୀଙ୍କ ଜୀବନ ନିରାୟମ ଓ ସୁଖମୟ ହେଉ ବୋଲି ପ୍ରାର୍ଥନା କରି ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ । ମାନ୍ୟବର…