ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୧ ହଜାର ଟପିଲା

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୧ ହଜାର ପାର୍ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ ହଜାର ୧୭୭ ଆକ୍ରାନ୍ତ । ସଙ୍ଗରୋଧରୁ ୬ ହଜାର ୪୭୯ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୬୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧ ହଜାର ୧୬ ଜଣ ହେଉଛନ୍ତି ଶିଶୁ ଓ କିଶୋର ।…

ଦେଶରେ ଆଉ ୨.୭୧ ଲକ୍ଷ ନୂଆ କରୋନା ମାମଲା ଚିହ୍ନଟ, ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ୭,୭୪୩

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ତୃତୀୟ ଲହର ଗତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଲକ୍ଷ ୭୧ ହଜାର ୨୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଏପର୍ଯ୍ୟନ୍ତ ଓମିକ୍ରନ୍ ଭାରିଆଣ୍ଟର ୭ ହଜାର ୭୪୩ ମାମଲା…

ସମ୍ବଲପୁର ଜିଲ୍ଲା ପରିଷଦ, ଅଧ୍ୟକ୍ଷା ପଦ ପାଇଁ ସବୁ ଆସନରେ ମହିଳା ଆଶାୟୀ, ବିଜେଡିରେ ଟିକଟ ଆଶାୟୀଙ୍କ ତାଲିକା ଲମ୍ବା

ସମ୍ବଲପୁର : ସୋମବାର ସକାଳ ପାହିଲେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହେବ। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳ ସେମାନଙ୍କ ଟିକଟ ଘୋଷଣା କରିନାହାନ୍ତି। ଏପଟେ ସବୁ ଦଳରେ ଜିଲ୍ଲା ପରିଷଦ ଟିକଟ ପାଇଁ ଆଶାୟୀଙ୍କ ଲବି ଜୋରଦାର ହୋଇଛି। ଏଭଳି ସ୍ଥିତିରେ ସମ୍ବଲପୁର…

ଭାରତରେ କରୋନା ଟିକାକରଣ ଅଭିଯାନକୁ ବର୍ଷେ ପୂରିଲା, ଏ ଯାଏଁ ଦିଆଯାଇଛି ୧୫୭ କୋଟି ଡୋଜ୍, ତଥାପି ଲକ୍ଷ୍ୟ ବହୁ ଦୂର

ନୂଆଦିଲ୍ଲୀ: ଆଜି ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ | ଆଜି କରୋନା ମହାମାରୀ ବିରୋଧରେ ଟିକାକରଣର ଏକ ବର୍ଷ ପୂର୍ତ୍ତି ହୋଇଛି | ଜାନୁୟାରୀ ୧୬, ୨୦୨୧ ରେ ଦେଶରେ ସ୍ୱାସ୍ଥ୍ୟ କର୍ମୀ ଏବଂ କରୋନା ବିରୋଧୀ ଲଢେ଼ଇରେ ଆଗଧାଡିର କର୍ମଚାରୀଙ୍କ ଟିକାକରଣ ଆରମ୍ଭ ହୋଇଥିଲା । ଟିକାକରଣର ବର୍ଷକ…