କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା: ଏନସିବି ପଞ୍ଚନାମାରେ ଖୁଲାସା, ଡ୍ରଗ୍ସ ନେଇଥିବା ମାନିଲେ ଆର୍ୟନ

ମୁମ୍ବାଇ: ଏନସିବିର ଚଢ଼ାଉ ପରେ କ୍ରୁଜ୍ ରେଭ୍ ପାର୍ଟି ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ଏହି ମାମଲାରେ ଏକ ବଡ ଖବର ଆସିଛି। ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ରଗ୍ସ ନେଇଥିବା ସ୍ୱୀକାର କରିଛନ୍ତି। ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ଦାଖଲ କରିଥିବା ପଞ୍ଚନାମାରେ ଏହା…

ଆସନ୍ତା ୧୧ରୁ ଟ୍ୱିନସିଟିରେ କଡାକଡି ଭାବେ ପାଳନ ହେବ ନାଇଟ କର୍ଫ୍ୟୁ, ଅପରାଧୀଙ୍କ ଉପରେ ପୋଲିସର ରହିବ କଡା ନଜର

ଆସନ୍ତା ୧୧ରୁ ଟ୍ୱିନସିଟିରେ କଡାକଡି ଭାବେ ପାଳନ ହେବ ନାଇଟ କର୍ଫ୍ୟୁ, ଅପରାଧୀଙ୍କ ଉପରେ ପୋଲିସର ରହିବ କଡା ନଜର ଭୁବନେଶ୍ୱର- ପାର୍ବଣରେ ଭିଡ ହ୍ରାସ ପାଇଁ ଆସନ୍ତା ୧୧ ତାରିଖରୁ ଭୁବନେଶ୍ୱର ଓ କଟକ ସହରରେ ନାଇଟ୍ କର୍ଫ୍ୟୁ ଅବଧି ବୃଦ୍ଧି ହେବାକୁ ଯାଉଛି । ୨୦ ତାରିଖ ଯାଏଁ ନାଇଟ କର୍ଫ୍ୟୁ…

ସୁପ୍ରିମକୋର୍ଟରେ ପହଞ୍ଚିଲା କାଶ୍ମୀରରେ ହିନ୍ଦୁ, ଶିଖ ନାଗରିକଙ୍କ ହତ୍ୟା ମାମଲା, ମୃତକଙ୍କୁ କୋଟିଏ ଟଙ୍କା କ୍ଷତିପୂରଣ…

ନୂଆଦିଲ୍ଲୀ: କାଶ୍ମୀରରେ ସଂଖ୍ୟାଲଘୁ ହିନ୍ଦୁ ଓ ଶିଖମାନଙ୍କୁ ହତ୍ୟା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଦିଲ୍ଲୀର ଓକିଲ ଭିନୀତ ଜିନ୍ଦଲ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରାମନାଙ୍କୁ ଏକ ଚିଠି ଲେଖି ଏହି ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ଓକିଲ ଭିନୀତ…

ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପୂଜକ ଅଟକ

ପୁରୀ – ଶ୍ରୀମନ୍ଦିର ପରିସରରେ ଥିବା ବାମନ ମନ୍ଦିରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ସଂପୃୃକ୍ତ ନାବାଳିକାଙ୍କ ପରିବାର ଲୋକଙ୍କ ସିଂହଦ୍ୱାର ଥାନାରେ ଏତଲା ଦେବା ପରେ ପକ୍ସୋ ଆଇନରେ ମାମଲା ରୁଜୁ କରିଛି ପୋଲିସ । ଅଭିଯୁକ୍ତ ପୂଜକଙ୍କୁ ଅଟକ ରଖି ପଚରାଉଚରା କରୁଛି…

ଚଳନ୍ତା ଟ୍ରେନରେ ମହିଳାଙ୍କୁ ଗଣଦୁଷ୍କର୍ମ

ଲକ୍ଷ୍ନୌ: ମୁମ୍ବାଇ ପୁଷ୍ପକ ଏକ୍ସପ୍ରେସରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରିଛି ଜିଆରପି ପୋଲିସ। ଇଗତପୁରୀ ଏବଂ କସରା ରେଳ ଷ୍ଟେସନ ନିକଟରୁ ଏହି ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ଏହି ମାମଲାରେ ଅନ୍ୟ ଚାରି ଅଭିଯୁକ୍ତ…