ଖଜୁରୀପଡା ଆଇଆଇସି ରମାକାନ୍ତ ପାତ୍ର ସସପେଣ୍ଡ୍‌

ଫୁଲବାଣୀ – କ୍ଷମତାର ଦୁରୂପଯୋଗ କରିଥିବାରୁ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଆଇଆଇସି ରମାକାନ୍ତ ପାତ୍ରଙ୍କୁ ସସପେଣ୍ଡ କରିଛନ୍ତି ଡିଜିପି ଅଭୟ । ଏହି ମାସ ୩ ତାରିଖରେ ଖଜୁରୀପଡା ବଜାରରେ ଆଇଆଇସିଙ୍କ ଉନ୍ମତ୍ତକାଣ୍ଡ ଯୋଗୁଁ ତାଙ୍କୁ ସସପେଣ୍ଡ କରାଯାଇଥିବା ଡିଜିପି କହିଛନ୍ତି । ଗତ ରବିବାର…

ପଦାର୍ଥ ବିଜ୍ଞାନରେ ତିନି ଜଣଙ୍କୁ ନୋବେଲ ପୁରସ୍କାର

ଷ୍ଟକହୋମ: ପଦାର୍ଥ ବିଜ୍ଞାନରେ ଚଳିତ ବର୍ଷର ସମ୍ମାନଜନକ ନୋବେଲ ପୁରସ୍କାର ତିନି ଜଣ ବୈଜ୍ଞାନିକଙ୍କୁ ପ୍ରଦାନ କରାଯିବ । ଏମାନେ ହେଲେ ସ୍ୟୁକୁରୋ ମାନେବେ, କ୍ଲାଉସ୍ ହାସେଲମ୍ୟାନ୍ ଏବଂ ଜିଓର୍ଜିୟୋ ପେରିସିକ୍ । ଜଳବାୟୁ ଏବଂ ଜଟିଳ ଭୌତିକ ପଦ୍ଧତିର ଆବିଷ୍କାର ପାଇଁ ଏହି ତିନି ବୈଜ୍ଞାନିକଙ୍କୁ…

ଏଣିକି ଗାଡ଼ି ହର୍ଣ୍ଣରେ ବ୍ୟବହାର ହେବ ଭାରତୀୟ ବାଦ୍ୟଯନ୍ତ୍ରର ଶବ୍ଦ, ଖୁବ୍ ଶୀଘ୍ର ଆସିବ ଆଇନ

ନାଶିକ: ଏଣିକି ପେଁ..ପେଁ ବଦଳରେ ସବୁ ଗାଡ଼ି ହର୍ଣ୍ଣରେ ଭାରତୀୟ ବାଦ୍ୟଯନ୍ତ୍ରର ଶବ୍ଦ ଶୁଣାଯିବ। ଏନେଇ ଶୀଘ୍ର ଏକ ଆଇନ ଆଣିବାକୁ ଯୋଜନା ରହିଛି ବୋଲି ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି । ଆମ୍ବୁଲାନ୍ସ ଏବଂ ପୋଲିସ୍ ଗାଡି ଦ୍ୱାରା ବ୍ୟବହୃତ ସାଇରନକୁ ମଧ୍ୟ ବଦଳାଇ ଆକାଶବାଣୀରେ…