ଲଘୁଚାପ ପ୍ରଭାବରେ ଆଜି ୧୭ଟି ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର- ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ୧୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୮ଟି ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲ ୱାର୍ଣ୍ଣିଂ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା,…

ଡାକ୍ତରୀ ନାମଲେଖା ପାଇଁ ଆଜି ନିଟ୍ , ଅଫଲାଇନ ମୋଡ୍‌ରେ ଓଡିଆ ସମେତ ୧୩ଟି ଭାଷାରେ ପରୀକ୍ଷା

ଭୁବନେଶ୍ୱର- ଡାକ୍ତରୀ ନାମଲେଖା ପାଇଁ ଆଜି ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା –ଏନଇଇଟି ହେବ । ଅପରାହ୍ନ ୨ଟାରୁ ୫ଟା ଯାଏଁ ଅଫଲାଇନ ମୋଡ୍‌ରେ ହେବ ପରୀକ୍ଷା । ଓଡିଆ ସମେତ ୧୩ଟି ଭାଷାରେ ୨୦୨ଟି ସହରରେ ପରୀକ୍ଷା କରୁଛି ଏନଟିଏ । ଏମବିବିଏସ, ବିଡିଏସ୍ ଓ ବିଏଏମଏସ ଭଳି ଡାକ୍ତରୀ ନାମ ଲେଖା…

ସନ୍ତାନ ମାନଙ୍କ ଅଳ୍ପାୟୁ ଦୋଷ ଦୂର ପାଇଁ ପାଳନ କରାଯାଏ କୁକ୍କୁଟୀ ବ୍ରତ !

ଭାଦ୍ରବ ମାସ ଶୁକ୍ଳପକ୍ଷ ସପ୍ତମୀଦିନ କୁକ୍‌କୁଟୀ ବ୍ରତ ପାଳନ କରାଯାଏ । ବଙ୍ଗ ଓ ଓଡ଼ିଶାରେ ଏହି ବ୍ରତ ବିଶେଷ ଭାବରେ ପ୍ରଚଳିତ । ଏହି ବ୍ରତ ଯେଉଁମାନେ ଅଳ୍ପାୟୁ ଥାନ୍ତି ତାଙ୍କ ପାଇଁ କରାଯାଏ।ମୁଖ୍ୟତଃ ଏହି ବ୍ରତ ଛୋଟନାଗପୁର ଅଞ୍ଚଳର ପାର୍ବତ୍ୟ ଗୋଷ୍ଠିରୁ ଉତ୍ପନ୍ନ। କ୍ରମେ ଏହା ସାଧାରଣ ଜନତା…

ଗୀତା ମହାତ୍ମ୍ୟ: କଥଂ ନ ଜ୍ଞୟମସ୍ମାଭି ପାପାଦସ୍ମାନ ନିବର୍ତିତୁମ। କୁଳକ୍ଷୟ କୃତମ ଦୋଷମ ପ୍ରପଶ୍ୟଭିଜନାର୍ଦ୍ଦନ।।

ଗୀତା ମହାତ୍ମ୍ୟ: କଥଂ ନ ଜ୍ଞୟମସ୍ମାଭି ପାପାଦସ୍ମାନ ନିବର୍ତିତୁମ। କୁଳକ୍ଷୟ କୃତମ ଦୋଷମ ପ୍ରପଶ୍ୟଭିଜନାର୍ଦ୍ଦନ।। ଅର୍ଜୁନ କହିଲେ : ହେ ମାଧବ ! ଯଦ୍ୟପି ଲୋଭ ବଶତଃ ଭ୍ରଷ୍ଟଚିତ୍ତ୍ୱ ହୋଇଯାଇଥିବା ଏହି ଲୋକେ କୂଳକ୍ଷୟ ଜନିତ ଦୋଷ ଓ ମିତ୍ରଦ୍ରୋହ ଜନିତ ପାପ ଜାଣିପାରୁ ନାହାନ୍ତି। ତଥାପି ହେ…

ପୋଲିସ ଡିଜିଙ୍କ ଭଞ୍ଜନଗର ଗସ୍ତ, ଗଞ୍ଜାମ ଏସପିଙ୍କ ସହ ଆଲୋଚନା

ଭଞ୍ଜନଗର – ପୋଲିସ ଡିଜି ଅଭୟ ବିନା ପ୍ରାକ୍ ସୂଚନାରେ ଆଜି ଅଚାନକ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗସ୍ତ କରିଥିଲେ । ସେ ବନ ବିଭାଗ ଡାକ ବଙ୍ଗଳାଠାରେ ଗଞ୍ଜାମ ଏସପି ବ୍ରିଜେଶ ରାୟଙ୍କ ସହ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ସହ ଅପରାଧ ନିୟନ୍ତ୍ରଣ ନେଇ ଆଲୋଚନା କରିଥିଲେ । ଉମ ପୋଲିସ ସେବା ନେଇ…

ମା’ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

‘ନୂଆଁଖାଇ ଭେଟଘାଟ’ରେ କଳା ଓ ସଂସ୍କୃତିର ଝଲକ ଦେଖାଇଲେ କଳାକାର ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ମା’ ସମଲେଶ୍ୱରୀ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମାନ୍ୟବର…