ପାଇଲଟଙ୍କ ଭୁଲ୍ ଯୋଗୁଁ କୋଜିକୋଡରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା: ରିପୋର୍ଟ

ନୂଆଦିଲ୍ଲୀ: ପାଇଲଟଙ୍କ ଭୁଲ୍ ଯୋଗୁଁ ଗତ ବର୍ଷ କେରଳର କୋଜିକୋଡ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନ ରନଓ୍ବେରେ ଅବତରଣ କଲାବେଳେ ପାଇଲଟ୍ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜର (ଏସ୍ଓପି) ପାଳନ କରିନଥିଲେ ବୋଲି ତଦନ୍ତ ରିପୋର୍ଟରେ କୁହାଯାଇଛି। ଉକ୍ତ ବିମାନ…

ସୁପ୍ରିମକୋର୍ଟଙ୍କ ସମାଲୋଚନା ପରେ ଟ୍ରିବ୍ୟୁନାଲ୍ ନିଯୁକ୍ତିକୁ କେନ୍ଦ୍ରର ମଞ୍ଜୁରି

ନୂଆଦିଲ୍ଲୀ: ଟ୍ରିବ୍ୟୁନାଲ ସଂସ୍କାର ଆଇନ ଏବଂ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବାର ପାଞ୍ଚ ଦିନ ପରେ କେନ୍ଦ୍ର ନ୍ୟାସନାଲ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (ଏନସିଏଲଟି) ଏବଂ ଇନକମ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲ(ଆଇଟିଏଟି)ରେ ନ୍ୟାୟିକ ତଥା ଟେକ୍ନିକାଲ ସଦସ୍ୟଙ୍କୁ…

ନୂଆଁଖାଇରେ ମନେ ପଡ଼ନ୍ତି ବିଜୁ ବାବୁ, ପଞ୍ଚମୀ ତିଥିର ଜନାଦୃତିରେ ଟଲ୍ ମ୍ୟାନ୍‌ଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ

ସମ୍ବଲପୁର : ଗତକାଲି ଥିଲା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି । ଏହି ପବିତ୍ର ତିଥିରେ ସାରା ପଶ୍ଚିମ ଓଡିଶା ଗୋଟିଏ ଭାବଧାରାରେ ଯୋଡି ହୋଇଯାଇଛି । ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇର ନିଆରାପଣରେ ସାରା ବିଶ୍ୱରେ ଥିବା ପ୍ରବାସୀ ପଶ୍ଚିମ ଓଡିଶାବାସୀ ଏକାକାର ହୋଇଯାଇଛନ୍ତି । ତେବେ , ଏକ…

ରାଜଧାନୀର ଧଉଳି ନିକଟରୁ ଡେଲିଭରି ବୟଙ୍କୁ ଅପହରଣ

ଭୁବନେଶ୍ୱର- ରାଜଧାନୀର ଧଉଳି ଥାନା ଅଞ୍ଚଳରୁ ଜଣେ ଡେଲିଭରି ବୟଙ୍କୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ଲିଙ୍ଗିପୁର ପାଖ ଦୟାନଦୀ ନିକଟ ରାସ୍ତାରୁ ତାଙ୍କର ଚପଲ, ବ୍ୟାଗ୍ , ଗଞ୍ଜି ଓ ମନିପର୍ସ ମିଳିଛି । ଅପହୃତ ଡେଲିଭରି ବୟଙ୍କ ନାଁ ପତିତପାବନ ପୃଷ୍ଟି ବୋଲି ଜଣାପଡିଛି । ସେ ନୂଆଗାଁ…

ଏମ୍ମା ରାଡୁକାନୁ ଜିତିଲେ ୟୁଏସ୍ ଓପନ୍ ମହିଳା ସିଙ୍ଗଲ୍ସ ଟାଇଟଲ୍

ନ୍ୟୁୟର୍କ: ବ୍ରିଟେନର ୧୮ ବର୍ଷୀୟା ଖେଳାଳି ଏମ୍ମା ରାଡୁକାନୁ ୟୁଏସ୍ ଓପନ୍ ମହିଳା ସିଙ୍ଗଲ୍ସର ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଛନ୍ତି | ୟୁଏସ୍ ଓପନ୍ ଫାଇନାଲରେ ଏମ୍ମା ରାଡୁକାନୁ କାନାଡାର ଲିଲା ଫର୍ଣ୍ଣାଣ୍ଡିସଙ୍କୁ ୬-୪, ୬-୩ ସେଟରେ ପରାସ୍ତ କରି କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ…