ପ୍ରବଳ ବର୍ଷା ସମ୍ଭାବନାକୁ ଦେଖି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର –ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଛତିଶଗଡ ଅଭିମୁଖେ ଗତି କରିଛି । ଏହା କ୍ରମଶଃ ଦୁର୍ବଳ ହୋଇଥିଲେ ମଧ୍ୟ ଓଡିଶାରେ ବର୍ଷା ବିପଦ ଟଳିନାହିଁ । ପ୍ରବଳ ବର୍ଷା ସମ୍ଭାବନାକୁ ଦେଖି ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବରଗଡ, ସମ୍ବଲପୁର, ଝାରସୁଗୁଡା,…

ନିଟ୍ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ, ଜୟପୁରରୁ ୯ ଜଣ ଗିରଫ

ଜୟପୁର: ନିଟ୍ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଜୟପୁର ପୋଲିସ ୯ ଜଣଙ୍କୁ ଗିରଫ କରିଛି। ରବିବାର ସାରା ଦେଶରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା | ଜୟପୁରର ଏକ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷାର ପେପର୍ ଲିକ୍ ହୋଇଥିବା ପୋଲିସ କହିଛି। ପ୍ରାୟ ୧୬ ଲକ୍ଷ ପ୍ରାର୍ଥୀ ଚଳିତ ବର୍ଷ…

ମାଟି କାନ୍ଥ ଧସି ନାବାଳିକାର ମୃତ୍ୟୁ

ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ରୁଗୁମ ପଞ୍ଚାୟତ ରାମଚନ୍ଦ୍ରପୁରରେ ମାଟି ଘର ଭୁଶୁଡ଼ି ଜଣେ ନାବାଳିକାର ମୃତ୍ୟୁ ଘଟିଛି। ମଙ୍ଗଳବାର ପୂର୍ବାହ୍ଣରେ ଲିପି ନାଇକ (୬), ପ୍ରଶାନ୍ତ ନାଇକ (୭), ତୁଳସୀ ନାଇକ (୧୨) ଓ ଆଉ କିଛି ପିଲା ଏକ ଖୋଲା ସ୍ଥାନରେ ଖେଳୁଥିଲେ। ଲଗାଣ ବର୍ଷାରେ ଓଦା…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁନ୍ଦରଗଡରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୫୮୦ କୋଟି ଟଙ୍କାର ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ ଓ ଶୁଭାରମ୍ଭ ହେଲା ଦ୍ବିତୀୟ ଏମ୍‌ସ, ଅଲମ୍ପିକ୍‌ ଗୌରବ ଆଣିଥିବା ସୁନ୍ଦରଗଡ ଜିଲ୍ଲାବାସୀଙ୍କ ନ୍ୟାୟପୂର୍ଣ୍ଣ ଦାବୀ - ମୁଖ୍ୟମନ୍ତ୍ରୀ ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ…