ବର୍ତ୍ତାମାନ ରାଜ୍ୟର କୌଣସି ନଦୀରେ ବନ୍ୟା ଆଶଙ୍କା ନ ଥିବା କହିଲା ଜଳସଂପଦ ବିଭାଗ

ଭୁବନେଶ୍ୱର – ବନ୍ୟା ସ୍ଥିତି ନେଇ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଉପର ମହାନଦୀର ଚମ୍ପା ଓ ଘୋରାରୀକୁ ଛାଡିଦେଲେ ଆଉ କେଉଁଠି ଅଧିକ ବର୍ଷା ହୋଇନାହିଁ । ଉପର ବ୍ରାହ୍ମଣୀରେ ମଧ୍ୟ ଅଧିକ ବର୍ଷା ନାହିଁ । ତଳ ବ୍ରାହ୍ମଣୀରେରେ ୧୦୦…

ଭୁବନେଶ୍ୱର ରସୁଲଗଡରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ପଶ୍ଚିମବଙ୍ଗର ଦୁଇ ବେପାରୀ ଗିରଫ

ଭୁବନେଶ୍ୱର – ରାଜଧାନୀରେ ପୁଣି ଧରାପଡିଲା ବ୍ରାଉନସୁଗାର । ରସୁଲଗଡ ଅଞ୍ଚଳରୁ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଂଚ ଏସଟିଏଫ୍ । ୧ କିଲୋ ୨୫ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ହୋଇଛି । ବ୍ରାଉନସୁଗାର କାରବାର କରୁଥିବା ଦୁଇ ଆନ୍ତଃରାଜ୍ୟ ବେପାରୀଙ୍କୁ ଗିରଫ…

ଅଣ୍ଡର ୧୮ ଏସୀୟ ବାଳିକା ରଗବୀ ସେଭେନ ପାଇଁ ଭାରତୀୟ ଦଳରେ ଓଡିଶାର ତିନି ଖେଳାଳି

ଭୁବନେଶ୍ୱର – ଉଜବେକିସ୍ତାନରେ ଆସନ୍ତା ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ଆୟୋଜିତ ହେବ ୧୮ ବର୍ଷରୁ କମ୍ ଏସିଆନ୍ ବାଳିକା ରଗବୀ ସେଭେନ୍ସ ଚାମ୍ପିଅନସିପ୍ । ଏଥିପାଇଁ ଘୋଷିତ ଭାରତୀୟ ଦଳରେ ଓଡିଶାରୁ ତିନି ଜଣ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି । କେନ୍ଦୁଝରର ତରୁଲତା ନାଏକ, ମାମା ନାଏକ , ବରଗଡର…

ପାର୍ବଣରେ ମୂର୍ତ୍ତି ଉଚ୍ଚତା ସଂପର୍କରେ ମତ ରଖିଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର - ପାର୍ବଣରେ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ସ୍ୱାସ୍ଥ୍ୟ ବିଭାଗର ମିଳିତ ପ୍ରେସମିଟରେ କୁହାଯାଇଛି ଯେ, ମୂର୍ତ୍ତି ଉଚ୍ଚତା ପରୋକ୍ଷରେ କୋରୋନା ସଂକ୍ରମଣ ବୃଦ୍ଧିରେ ସହାୟକ ହେବ । ମୂର୍ତ୍ତି ଉଚ୍ଚା ହେଲେ ଅନ୍ୟାନ୍ୟ ଜିନିଷ ବି ବଢିବ । ମହାରାଷ୍ଟ୍ର ଗଣେଶ ପୂଜାରେ ମଧ୍ୟ ମୂର୍ତ୍ତି…

ମହାନଦୀରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ନ ଥିବା କହିଲେ ଏସଆରସି, ବର୍ଷା କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲାପାଳଙ୍କୁ…

ଭୁବନେଶ୍ୱର – ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ଏସଆରସି ପ୍ରଦୀପ ଜେନା । ବୈଠକ ପରେ ସେ ସୂଚନା ଦେଇଛନ୍ତି ଯେ, ମହାନଦୀରେ ବନ୍ୟା ସ୍ଥିତି ଉପୁଜିବାର ଆଶଙ୍କା ନାହିଁ । ବର୍ଷା କ୍ଷୟକ୍ଷତିର ଆକଳନ କରିବାକୁ…