ଶ୍ରୀମନ୍ଦିରରେ କଂସବଦ୍ଧ ନୀତି ସମ୍ପର୍ଣ୍ଣ

ଶ୍ରୀମନ୍ଦିର ରେ ଶ୍ରୀଜୀଉ ମାନଙ୍କ ଜନ୍ମାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳା ରେ ଆଜିଥିଲା କଂସବଦ୍ଧ ଲୀଳା। ଏଥିପାଇଁ ଲବଣିଖିଆ ଛକରୁ ସିଂହଦ୍ଵାର ପର୍ଯ୍ୟନ୍ତ ଏହି ସ୍ଥାନ ପାଲଟିଥିଲା ମଥୁରା ନଗରୀ। ଶ୍ରୀମନ୍ଦିର ରେ ଶୁକ୍ଳ ଦଶମୀ ତିଥିରେ ମହାପ୍ରଭୁଙ୍କ ଦ୍ବୀପହର ଧୂପନୀତି ପରେ…

ଗୀତା ମହାତ୍ମ୍ୟ: ଉତ୍ସନ୍ନକୁଳଧର୍ମାଣମ ମନୁଷ୍ୟଣମ ଜନାର୍ଦ୍ଧନ। ନରକେ ନିୟତଂ ବାସୋ ଭାବତି ତ୍ୟାନୁଶୁଶ୍ରୁନଂ।।

ଗୀତା ମହାତ୍ମ୍ୟ: ଉତ୍ସନ୍ନକୁଳଧର୍ମାଣମ ମନୁଷ୍ୟଣମ ଜନାର୍ଦ୍ଧନ। ନରକେ ନିୟତଂ ବାସୋ ଭାବତି ତ୍ୟାନୁଶୁଶ୍ରୁନଂ।। ଅର୍ଜୁନ କହିଲେ : ହେ ଜନାର୍ଦ୍ଧନ ! ଯେଉଁମାନଙ୍କର କୂଳଧର୍ମ ନଷ୍ଟ ହୋଇଯାଇଛି, ସେମାନଙ୍କର ଅନିଶ୍ଚିତ କାଳ ପର୍ଯ୍ୟନ୍ତ ନରକ ବାସ ହୁଏ ବୋଲି ଆମେ ଶୁଣିଛୁ। ( ଗୀତା ୧ମ ଅ।…

ହୀରାକୁଦ ଉପରମୁଣ୍ଡରେ ବହୁ ଗାଁକୁ ପଶିଲା ବନ୍ୟା ପାଣି

ଝାରସୁଗୁଡା/ବରଗଡ: ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଭୟଙ୍କର ରୂପ ଧାରଣ କରିଛି । ହୀରାକୁଦକୁ ପ୍ରାୟ ୫ ଲକ୍ଷ୍ୟ କ୍ୟୁସେକ ପାଣି ପ୍ରବେଶ କରୁଛି । ମହାନଦୀ ଫୁଲିବା ଫଳରେ ଉପରମୁଣ୍ଡର ଓଡିଶା ସୀମାନ୍ତ ବରଗଡ ଓ ଝାରସୁଗୁଡାର ଅନେକ ଗାଁ ବନ୍ୟା ପାଣି ଘେରରେ ରହିଯାଇଛି । ବରଗଡ…

ବିଶ୍ୱକପ ପରେ ଟି-୨୦ ଅଧିନାୟକ ପଦ ଛାଡ଼ିବେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଆସନ୍ତା ୨୦୨୧ ଟି-୨୦ ବିଶ୍ୱକପ ପରେ ଏହି ଫର୍ମାଟରୁ ଟିମ ଇଣ୍ଡିଆର ଅଧିନାୟକ ପଦ ଛାଡ଼ିବେ। ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ କୋହଲି ଏହା ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ବିରାଟ କୋହଲି…