ଆଧାର ପାନ୍ ଲିଙ୍କ୍ ସମୟସୀମା ଆଉ ୬ ମାସ ବୃଦ୍ଧି
ନୂଆଦିଲ୍ଲୀ: : କେନ୍ଦ୍ର ସରକାର ପାନ୍ ସହିତ ଆଧାର ସଂଯୋଗ କରିବାର ସମୟସୀମାକୁ ୬ ମାସ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ସମୟସୀମା ୩୦ ସେପ୍ଟେମ୍ବର ୨୦୨୧ରେ ଶେଷ ହେଉଥିଲା କିନ୍ତୁ ବର୍ତ୍ତମାନ ଏହାକୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।…