ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦା ସହ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର: ବିଶିଷ୍ଟ ସମାଜସେବୀ ତଥା ଯଶସ୍ବୀ ସାରସ୍ଵତ ସାଧିକା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୁରୀ ସ୍ବର୍ଗଦ୍ଵାର ଠାରେ ସ୍ବର୍ଗତା ମହାପାତ୍ରଙ୍କ ଶେଷକୃତ୍ୟ ଆଜି ଅପରାହ୍ନ ରେ…

ଦୁଇ ପିକ୍ଅପ୍ ଭ୍ୟାନ ଧକ୍କା, ଏଏସ୍ଆଇ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ଖୋଡ଼ାସିଙ୍ଗି ଏଲ୍‌ଆଇସି ଛକ ନିକଟରେ ଶନିବାର ରାତି ପ୍ରାୟ ୯.୩୦ ସମୟରେ ଗୋଟିଏ ପିକ୍ଅପ୍ ଭ୍ୟାନ୍ ପଛକୁ ଆଉ ଏକ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେବା ଫଳରେ ତିନି ଜଣ ଗୁରୁତର ହୋଇଛନ୍ତି। ଦୁଇ ଭ୍ୟାନ୍ ଧକ୍କା ପରେ ପଛରେ ଆସୁଥିବା ବାଇକ୍ ମଧ୍ୟ ଟକ୍କର ମାରିଥିଲା। ଫଳରେ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳି ବାମନ ବେଶ

ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳପକ୍ଷ ଦ୍ଵାଦଶୀ ତିଥିରେ ଭଗବାନ ବାମନଙ୍କର ଜନ୍ମୋତ୍ସବ ଓ ଶ୍ରୀଜୀଉଙ୍କ ବଳି ବାମନ ବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜଗନ୍ନାଥ ହେଉଛନ୍ତି ସ୍ୱୟଂ ମହାବିଷ୍ଣୁ । ଏହ ବିଷ୍ଣୁ ତାହାଙ୍କର ପଞ୍ଚମ ଅବତାରରେ ବାମନ ରୂପେ ଆବିର୍ଭୂତ ହୋଇଥିଲେ । ପୌରାଣିକ ଉପାଖ୍ୟାନ ଅନୁସାରେ…

ଶ୍ରୀମନ୍ଦିର ଓ ଶ୍ରୀନହରରେ ସୁନିଆଁ ପର୍ବ ପାଳିତ

ପୁରୀ : ଭାଦ୍ରବ ମାସ ଶୁକ୍କପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ସୁନିଆଁ ଓ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଯାଇଛି। ସେପଟେ ରାଜନଅରରେ ରାତ୍ରରେ ସୁନିଆଁ ପର୍ବ ପାଳିତ ହୋଇଯାଇଛି। ଗଜପତି ମହାରାଜାଙ୍କ ଶାସନର ନୂଆ ଅଙ୍କ ଓ ନୂଆ ବର୍ଷ ଆଜି ଠାରୁ ଆରମ୍ଭ ହୋଇଛି। ମହାରାଜଙ୍କ ଶାସନର ୬୪ ଅଙ୍କ…

ଅନନ୍ତ ଚତୁର୍ଦ୍ଦଶୀ

ଅନନ୍ତ ଚତୁର୍ଦ୍ଦଶୀ ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ । ମହାମୁନୀ କଶ୍ୟପ ଓ ଦକ୍ଷ –ପୁତ୍ରୀ କଦ୍ରୂଙ୍କଠାରୁ ଜନ୍ମିତ ଅନନ୍ତଙ୍କୁ ପୁରାଣମାନଙ୍କରେ ଶେଷ, ବାସୁକୀ ଓ ଶୋନସ ନାମରେ ସ୍ତୁତି କରାଯାଇଛି । ହରିବଂଶ ପୁରାଣ ମତରେ ଜନ୍ମ ପରେ ଅନନ୍ତଦେବ ମାତାଙ୍କୁ ପରିତ୍ୟାଗ କରି…

ଗୀତା ମହାତ୍ମ୍ୟ: ଯଦି ମାମପ୍ରତିକାରମଶସ୍ତ୍ରମ ଶସ୍ତ୍ରପାଣୟ। ଧାର୍ତ୍ତରାଷ୍ଟ୍ର ରଣେ ହନ୍ତିସ୍ତର୍ଣ୍ଣେ କ୍ଷେମତରମ ଭବେତ।।

ଗୀତା ମହାତ୍ମ୍ୟ: ଯଦି ମାମପ୍ରତିକାରମଶସ୍ତ୍ରମ ଶସ୍ତ୍ରପାଣୟ। ଧାର୍ତ୍ତରାଷ୍ଟ୍ର ରଣେ ହନ୍ତିସ୍ତର୍ଣ୍ଣେ କ୍ଷେମତରମ ଭବେତ।। ଅର୍ଜୁନ କହିଲେ : ହେ ମାଧବ ! ଯଦି ମୋପରି ନିଃଶସ୍ତ୍ର ଓ ପ୍ରତିକାର ରହିତ ଲୋକଙ୍କୁ ଧୃତରାଷ୍ଟ୍ର ଙ୍କ ଶସ୍ତ୍ରଧାରୀ ପୁତ୍ରମାନେ ଯୁଦ୍ଧରେ ମାରିଦିଅନ୍ତି, ତେବେ ବି ତାହା…