ମୂର୍ତ୍ତି ଉଚ୍ଚତା ବୃଦ୍ଧି ଆବେଦନ ଖାରଜ କଲେ ହାଇକୋର୍ଟ

କଟକ – ପାର୍ବଣରେ ମୂର୍ତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଏହି ମାମଲାରେ ବାଲୁବଜାର ପୂଜା କମିଟିର ଆବେଦନ ଖାରଜ ହୋଇଯାଇଛି । ସରକାରଙ୍କ ନିୟମ ଅନୁସାରେ ହିଁ ମୂର୍ତ୍ତି ନିର୍ମାଣ ହେବ । ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ବୋଲି…

ସୁରକ୍ଷା କାରଣରୁ ନ୍ୟୁଜିଲଣ୍ଡ ଦଳର ପାକିସ୍ତାନ ଗସ୍ତ ବାତିଲ

କରାଚି: ସୁରକ୍ଷା କାରଣରୁ ନ୍ୟୁଜିଲଣ୍ଡ ଟିମ୍ ପାକିସ୍ତାନ ଗସ୍ତ ବାତିଲ କରିଛି। ଆଜିଠାରୁ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବାର ଥିଲା। ଏଥିପାଇଁ କିଛି ଦିନ ତଳେ ନ୍ୟୁଜିଲଣ୍ଡ ଟିମ୍ ପାକିସ୍ତାନରେ ପହଞ୍ଚିଥିଲା ।…

ସିବିଆଇ କୋଠାରେ ନିଆଁ, ସବୁ ଅଧିକାରୀ ଓ କର୍ମଚାରୀ ସୁରକ୍ଷିତ

ନୂଆଦିଲ୍ଲୀ: ଲୋଧି ରୋଡ୍ ସିଜିଓ କମ୍ପ୍ଲେକ୍ସ ସ୍ଥିତ ସିବିଆଇ କୋଠାରେ ନିଆଁ ଲାଗିଯାଇଛି। କୋଠାର ତଳ ମହଲାରେ ନିଆଁ ଲାଗିଥିବା କୁହାଯାଇଛି । ବର୍ତ୍ତମାନ କୋଠାରୁ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆଠଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ…