୨୬ରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ: ବ୍ଲକ, ସହରାଞ୍ଚଳରୁ ରାଜ୍ୟସ୍ତର ଯାଏ ପ୍ରତିଷ୍ଠା ଦିବସ ପାଳନ ପାଇଁ…

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳ ତାର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଏକ ଆଞ୍ଚଳିକ ଦଳ ଭାବେ ବିଜେଡି ପାଇଁ ଏହି ସଫଳତାର ଅଢେଇ ଦଶନ୍ଧି ବେଶ୍ ଗୁରୁତ୍ବପୂର୍ଣ୍ଣ ଓ ବିରାଟ ଉପଲବ୍ଧି ମଧ୍ଯ। ତେଣୁ ଏହି ଦିବସକୁ ବ୍ଲକ, ସହରାଞ୍ଚଳରୁ ଆରମ୍ଭ କରି ଜିଲ୍ଲା ଓ…

ପଞ୍ଜାବରେ ମୁତୟନ ହେଲା ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମର ପ୍ରଥମ ସ୍କ୍ବାଡ୍ରନ୍, ପାକିସ୍ତାନ-ଚୀନ୍ ଉପରେ ରଖିବ ନଜର

ନୂଆଦିଲ୍ଲୀ: ବିମାନ ଆକ୍ରମଣ ବିପଦକୁ ଦୃଷ୍ଟିରେ ରଖି ପଞ୍ଜାବରେ ଭାରତ ଏହାର ପ୍ରଥମ ଏୟାର ଡିଫେନ୍ସ ସିଷ୍ଟମ ମୁତୟନ କରିଛି। ରୁଷ୍ ନିର୍ମିତ ଏସ୍-୪୦୦ ଏୟାର ଡିଫେନ୍ସ ମିସାଇଲ୍ ସିଷ୍ଟମର ପ୍ରଥମ ସ୍କ୍ବାଡ୍ରନକୁ ଭାରତୀୟ ବାୟୁସେନା ପଞ୍ଜାବରେ ମୁତୟନ କରିଛି। ସୂଚନାନୁସାରେ, ଉଭୟ ଚୀନ୍ ଏବଂ…

ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ସମ୍ଭାବନା

ଭୁବନେଶ୍ୱର-ଆସନ୍ତା ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରାକ୍ ପ୍ରସ୍ତୃତି ଆରମ୍ଭ ହୋଇଛି । ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ପରୀକ୍ଷା ପ୍ରସ୍ତୁତି ନେଇ ଚିଠି ଲେଖାଯାଇଥିବା…

ବୁଷ୍ଟର ଡୋଜ୍ ପାଇଁ ଅନୁମତି ଲୋଡିଲା ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ନାକ ମାଧ୍ୟମରେ ଦିଆଯାଉଥିବା ଏକ କୋଭିଡ ଟିକା ଉପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଭାରତର ଔଷଧ ନିୟାମକଙ୍କ (ଜସିଜିଆଇ)ଠାରୁ ଭାରତ ବାୟୋଟେକ ଅନୁମତି ମାଗିଛି। ସମ୍ପୁର୍ଣ୍ଣ ଟୀକାକରଣ ହୋଇଥିବା ଲୋକଙ୍କ ପାଇଁ ଏହି ଟିକାକୁ ବୁଷ୍ଟର ଡୋଜ ଭାବରେ ଅଧ୍ୟୟନ କରିବାକୁ କମ୍ପାନୀ ଅନୁମତି…

ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ, ୩ ଦଶମିକ ୫ ଡିଗ୍ରୀକୁ ଖସିଲା ପାରଦ

ଭୁବନେଶ୍ୱର – ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଦାରିଙ୍ଗବାଡିରେ ରାତି ତାପମାତ୍ରା ଆହୁରି ହ୍ରାସ ପାଇଛି । ଦାରିଙ୍ଗବାଡିରେ ରାତି ତାପମାତ୍ରା ୩ ଦଶମିକ ୫ ଡିଗ୍ରୀକୁ ଖସିଛି , ଯାହା କି ଚଳିତ ଋତୁରେ ଏ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା । ଦିନକ ଆଗରୁ ଓଡିଶାର କାଶ୍ମୀରରେ ରାତିର…

ନୂଆ ଢାଂଚାରେ ମାଟ୍ରିକ ପରୀକ୍ଷା : ଜାନୁଆରୀ ୫ରୁ ପ୍ରଥମ ସମ୍ମେଟିଭ ଆସେସମେଂଟ ପରୀକ୍ଷା

କଟକ- ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆସନ୍ତାମାସ ୫ ତାରିଖରୁ ୮ ତାରିଖ ଯାଏଁ ମାଟ୍ରିକ ସମ୍ମେଟିଭ ଆସେସମେଂଟ୍ –ଏସଏ-୧ ପରୀକ୍ଷା ହେବ । ଏସଏ-୧ ପାଇଁ ୫ ଲକ୍ଷ ୭୧ ହଜାର ୯୩୫ ଜଣ ମାଟ୍ରିକ ପରୀକ୍ଷାର୍ଥୀ ଓ ୩ ହଜାର ୭୩୧ ମଧ୍ୟମା ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ଜଣାପଡିଛି । ସମ୍ମେଟିଭ…

ଆଜି ସଂଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର- ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ୫ଟାରେ ବସିବ କ୍ୟାବିନେଟ ବୈଠକ । ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିବା ସମ୍ଭାବନା ରହିଛି । ଆସନ୍ତା ସପ୍ତାହରେ ପଂଚାୟତ ନିର୍ବାଚନ ଲାଗି ତାରିଖ ଘୋଷଣା…