‘ଯଦି ଝିଅମାନେ ୧୮ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ଚୟନ କରିପାରୁଛନ୍ତି, ଜୀବନସାଥୀ କାହିଁକି ନୁହେଁ?’…
ନୂଆଦିଲ୍ଲୀ: ଏଆଇଏମ୍ଆଇଏମ୍ ସାଂସଦ ଆସାଦୁଦ୍ଦିନ ଓଓ୍ବେସିଙ୍କ ସମେତ ଅନେକ ମୁସଲିମ ନେତା ଝିଅମାନଙ୍କ ବିବାହ ବୟସ ୧୮ ରୁ ୨୧କୁ ବୃଦ୍ଧି କରିବା ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତିକୁ ବିରୋଧ କରିଛନ୍ତି।
ଲୋକସଭା ସାଂସଦ ଓଓ୍ବେସି ଟୁଇଟ୍ କରି କହିଛନ୍ତି ଯେ '୧୮ ବର୍ଷ ବୟସର ପୁରୁଷ ଏବଂ…