ଟିକାକରଣରେ ପଛରେ ପଡ଼ିଛନ୍ତି ଘରୋଇ ହସ୍ପିଟାଲ୍, ଏପର୍ଯ୍ୟନ୍ତ ହୋଇଛି ମାତ୍ର ୭% ଟିକାକରଣ

ନୂଆଦିଲ୍ଲୀ: ସାରା ଦେଶରେ ଟୀକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରାୟ ଅଢେଇ ମାସ ପୂର୍ବରୁ ଘରୋଇ ହସ୍ପିଟାଲ ଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରିଥିଲେ। ଘରୋଇ ହସ୍ପିଟାଲ ମାନଙ୍କ ପାଇଁ ଦେଶରେ ଉତ୍ପାଦିତ ଟିକା ମଧ୍ୟରୁ ୨୫ ପ୍ରତିଶତ ସଂରକ୍ଷଣ କରିବାକୁ ସରକାର ନିଷ୍ପତ୍ତି…

ସାମାନ୍ୟ ଗଣ୍ଡଗୋଳରୁ ବିଭତ୍ସ ହତ୍ୟା ଜଣେ ମୃତ, ଜଣେ ଗୁରୁତର

ସମ୍ବଲପୁର : ସାମାନ୍ୟ ବଚସାକୁ କେନ୍ଦ୍ର କରି ସୋମବାର ବିଳମ୍ବିତ ରାତିରେ ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ସହରର ଗୋବିନ୍ଦତୋଲାରେ ଘଟିଥିବା ଏହି ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତିl ମୃତକ ହେଲେ ଚାରଭାଟିର ଦୀପକ…

ଭିଜିଲାନ୍ସ ଜାଲରେ ବିଇଓ ଅଫିସର ମୁଖ୍ୟ କିରାଣୀ

ସମ୍ବଲପୁର – ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ କର୍ମଚାରୀ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଧନକଉଡା ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଦିଲୀପ ଦେବଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆଜି ସକାଳେ ତାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ ଆରମ୍ଭ କରିଥିଲା । ୪ଟି ବ୍ୟାଙ୍କ…

ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ଆଜିଠାରୁ ୩୦ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର- ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠାରୁ ୩୦ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି । ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ପାଇଁ ରାଜ୍ୟର ୨୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।…

କରୋନା ସଂକ୍ରମଣରୁ ୯୭.୪ ପ୍ରତିଶତ ସୁରକ୍ଷା ଦେଇଥାଏ ଟିକା

ନୂଆଦିଲ୍ଲୀ: ବିଶ୍ୱରେ କରୋନା ଭାଇରସ୍‌ର ପ୍ରକୋପ ଏବେ ବି ଜାରି ରହିଛି । ଏହି ମହାମାରୀରୁ ବଞ୍ଚିବା ପାଇଁ ଟିକା ହିଁ ଏକମାତ୍ର ସୁରକ୍ଷା କବଚ ବୋଲି ବିଭିନ୍ନ ଗବେଷଣାରେ ପ୍ରମାଣିତ ହୋଇଛି । ଅପୋଲୋ ହସ୍ପିଟାଲ ଗ୍ରୁପ୍ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଟିକା ଏହି ଘାତକ ରୋଗରୁ…

ଭିସାର ଖାତାକୁ ଫେରିଥିବା ୭୯ ଏକର ଜମିର ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଦ୍ବିତୀୟ କ୍ୟାମ୍ପସ୍ ନିର୍ମାଣ ପାଇଁ ଯୋଜନା ସମ୍ବଲପୁର : କିଛିଦିନ ତଳେ ବୁର୍ଲା ଭିମସାରକୁ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ୭୯ ଏକର ଜମି ଯୋଗାଇ ଦିଆଯାଇଥିଲା । ଆଜି ଏହାର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ରୀୟ ବିଦ୍ୟାଳୟ ୨ ର ନିକଟରେ ଥିବା ଏହି ବିଶାଳ ଜମି ଭିମସାରକୁ…

ବଢିଲା ଓଜେଇଇ ଆବେଦନ ଅବଧି, ଏଥର ସବୁ ଜିଲ୍ଲାରେ ଓଜେଇଇ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର – ଏ ବର୍ଷ ରାଜ୍ୟର ସବୁ ଜିଲ୍ଲାରେ ହେବ ଓଜେଇଇ ପରୀକ୍ଷା କେନ୍ଦ୍ର । ଓଜେଇଇ କର୍ତ୍ତୃପକ୍ଷ ରାଜ୍ୟର ଆଉ ୯ଟି ସ୍ଥାନ ଓ ରାଜ୍ୟ ବାହାରର ୩ଟି ସ୍ଥାନକୁ ଅନଲାଇନ ପରୀକ୍ଷା କେନ୍ଦ୍ର ଭାବେ ସାମିଲ କରିଛନ୍ତି । ରାଜ୍ୟ ବାହାରେ ପାଟନା, ରାଞ୍ଚି , କୋଲକାତାରେ ପରୀକ୍ଷା କେନ୍ଦ୍ର ହେବ ।…

ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ପ୍ରସଙ୍ଗରେ ଆସନ୍ତାମାସ ୪ ତାରିଖରେ ଆଲୋଚନା

ପୁରୀ- ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦେବା ସଂପର୍କରେ ଆସନ୍ତାମାସ ୪ ତାରିଖରେ ଆଲୋଚନା ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସ.ପି କେ. ବିଶାଲ ସିଂହ, ସିଡିଏମଓ ପ୍ରମୁଖ ଯୋଗ…

ଟୋକିଓ ଅଲିମ୍ପିକ୍ସ: ହକିରେ ଭାରତର ଦ୍ୱିତୀୟ ବିଜୟ, ସ୍ପେନ୍‌କୁ ୩-୦ରେ ହରାଇଲା

ଟୋକିଓ: ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ପରାଜୟ ପରେ ଭାରତୀୟ ପୁରୁଷ ହକି ଦଳ ଦୃଢ ପ୍ରତ୍ୟାବର୍ତ୍ତନ କରିଛି । ମଙ୍ଗଳବାର ପୁଲ୍ ‘ଏ’ର ଏକ ମ୍ୟାଚ୍ ରେ ଭାରତ ୩-୦ ଗୋଲରେ ସ୍ପେନକୁ ହରାଇ ନିଜ ଅଭିଯାନକୁ ପୁଣି ଟ୍ରାକ୍ କୁ ଆଣିଛି । ଭାରତ ଗତ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ୧-୭ରେ ହାରିଥିଲା । ତେବେ…

କରୋନା ଅପଡେଟ୍‌: ଚାରି ମାସ ପରେ ସର୍ବନିମ୍ନ ଦୈନିକ ମାମଲା, ଆଉ ୨୯,୬୮୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ନିମ୍ନଗାମୀ ଗତି ଜାରି ରହିଛି । ଦୈନିକ ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଭାରତରେ ଆଉ ୨୯,୬୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚାରି ମାସ ପରେ ଦୈନିକ ସଂକ୍ରମଣ ୩୦ ହଜାର ତଳକୁ ଖସିଛି । ଦିନକରେ ଏହି ରୋଗରେ ଆଉ ୪୧୫…