ପୁରୀ ଜିଲ୍ଲାରେ ଲ୍ୟାଣ୍ଡଫଲ୍ କରିପାରେ ସମ୍ଭାବ୍ୟ ବାତ୍ୟା, ଆଜି ମଧ୍ୟରାତ୍ରିରୁ ବଢିବ ବର୍ଷା, ୪ ଜିଲ୍ଲାକୁ ରେଡ୍…
ଭୁବନେଶ୍ୱର – ବଙ୍ଗୋର ସାଗରରେ ଗଭୀର ଅବପାତ ୮ରୁ ୧୦ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ । ପ୍ରେସମିଟରେ ଏ ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ପୁରୀ ଜିଲ୍ଲାର କୌଣସି ସ୍ଥାନରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ସେ କହିଛନ୍ତି । ୪ ତାରିଖ ସଂଧ୍ୟା କିମ୍ବା ୫ ତାରିଖ ଦିନ ସକାଳେ…