ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି , ମାମଲା ଶୁଣାଣିର ହେବ ଲାଇଭ ଷ୍ଟ୍ରିମିଂ
ଭୁବନେଶ୍ୱର – ହାଇକୋର୍ଟରେ ଶୁଣାଣି ହେଉଥିବା କିଛି ଗୁରୁତ୍ୱପୂର୍ଣ୍ଣ ମାମଲାର ସିଧା ପ୍ରସାରଣ ହେବ । ଏ ନେଇ ହାଇକୋର୍ଟ ପକ୍ଷକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ହାଇକୋର୍ଟ ଅଫ୍ ଓଡିଶା ଲାଇଭ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରସିଡିଙ୍ଗସ ରୁଲ୍-୨୦୨୧ ପ୍ରଣୟନ ହୋଇଛି । କେଉଁ ସବୁ ମାମଲାର ଲାଇଭ…