ଓମିକ୍ରନ୍ ବିପଦ ନେଇ ପୁଣି ରାଜ୍ୟମାନଙ୍କୁ ସତର୍କ କରାଇଲା କେନ୍ଦ୍ର, ଅନ୍ତର୍ଜାତୀୟ ଯାତ୍ରୀଙ୍କ ଉପରେ କଡ଼ା ନଜର…

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଦୁଇ ରୋଗୀ ଚିହ୍ନଟ ହେବା ଏବଂ ଦେଶରେ ଓମିକ୍ରନର ବର୍ଦ୍ଧିଷ୍ଣୁ ବିପଦ ମଧ୍ୟରେ କେନ୍ଦ୍ର ସରକାର ପୁଣି ଥରେ ରାଜ୍ୟମାନଙ୍କୁ ଏହି ନୂଆ କୋଭିଡ୍ ଭାରିଆଣ୍ଟ ନେଇ ସତର୍କ କରାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଶୁକ୍ରବାର ଦିନ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ…

ବାତ୍ୟା ମୁକାବିଲା ପାଇଁ ସଜାଗ ରାଜ୍ୟ ସରକାର, ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ, ସାପ୍ତାହିକ ରବିବାର ଛୁଟି ବାତିଲ

ଭୁବନେଶ୍ୱର- ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ ରହିଥିବା ବେଳେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଇଛି । ବାତ୍ୟା ମୁକାବିଲା ପ୍ରସ୍ତୁତି ଜୋରଦାର ଚାଲିଛି । ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ସାପ୍ତାହିକ ରବିବାର ଛୁଟିକୁ ବାତିଲ କରିଦେଇଛନ୍ତି ରାଜ୍ୟ ସରକାର । ଏ ନେଇ…

‘ଜୱାଦ’ର ମୁକାବିଲା ପାଇଁ ବିଏମସିର ଆଗୁଆ ପ୍ରସ୍ତୁତି, ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ବିଏମସି କମିଶନର

ଭୁବନେଶ୍ୱର- ବାତ୍ୟା ଜୱାଦର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି କରିଛି ଭୁବନେଶ୍ୱର ମହାନଗର ନିଗମ –ବିଏମସି । ବିଏମସି କମିଶନର ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଛି । ବାତ୍ୟା ମୁକାବିଲା ନେଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ବିଏମସି କମିଶନର । ବିଏମସି…

ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ, ୫ ତାରିଖ ମଧ୍ୟାହ୍ନରେ ପୁରୀ ନିକଟରେ ଲ୍ୟାଣ୍ଡଫଲ୍‌, ସରକାରୀ କର୍ମଚାରୀଙ୍କ ଛୁଟି…

ଭୁବନେଶ୍ୱର-ବାତ୍ୟା ‘ଜୱାଦ’ରେ ପରିଣତ ହୋଇଛି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ । ଆଜି ପୂର୍ବାହ୍ନରେ ବାତ୍ୟାର ରୂପ ନେଇଛି ଗଭୀର ଅବପାତ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସନିଟରେ ଏହି ସୂଚନା ଦେଇଛନ୍ତି । ବାତ୍ୟା ଆସନ୍ତାକାଲି ସକାଳ ସୁଦ୍ଧା…