ଅନ୍ଲାଇନ ଶିକ୍ଷାରୁ ବଞ୍ଚିତ ପିଲାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା
ଡାଏଟର ୯୫ ଗୁରୁ ଛାତ୍ରଛାତ୍ରୀ ଶିଖ୍ୟାଦାନରେ ସାମିଲ , ୯୦୦ ପିଲା ହେବେ ଉପକୃତ
ଭବାନୀପାଟଣା : କରୋନା ଯୋଗୁଁ ପିଲାଙ୍କ ସ୍କୁଲ ପଢାରେ ଡୋରି ପଡିଛି । ଅନଲାଇନ ପାଠପଢା ହିଁ ଏକମାତ୍ର ମାଧ୍ୟମ ପାଲଟିଛି । ହେଲେ ଏହି ଅନଲାଇନ ଶିଖ୍ୟାରୁ ବହୁ ଗରିବ ପିଲା ବଞ୍ଚିତ ହେଉଛନ୍ତି । କଳାହାଣ୍ଡି…