କେବେ ଆସିବ କୋରୋନାର ତୃତୀୟ ଲହରୀ ?

ଭୁବନେଶ୍ୱର- ରାଜ୍ୟରେ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ଆସିବ କୋରୋନାର ତୃତୀୟ ଲହରୀ । ତେବେ ସରକାର ସମ୍ଭାବ୍ୟ ତୃତୀୟ ଲହରୀର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟ ଦ୍ୱିତୀୟ…

ଲୋକଙ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଜେଲରେ ରଖାଯାଇପାରିବ ନାହିଁ, ଭଁଓ୍ବରୀ ଦେବୀ ହତ୍ୟା ମାମଲାରେ ସିବିଆଇକୁ…

ନୂଆଦିଲ୍ଲୀ: ଠିକ୍ ସମୟରେ ମାମଲା ଶେଷ କରିବାରେ ସିବିଆଇର ଅକ୍ଷମତା ଯୋଗୁ ଲୋକଙ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଜେଲରେ ରଖାଯାଇପାରିବ ନାହିଁ । ଲୋକଙ୍କ ବ୍ୟକ୍ତିଗତ ସ୍ୱାଧୀନତାର ମୂଲ୍ୟ ଅଛି । ୨୦୧୧ର ବହୁ ଚର୍ଚ୍ଚିତ ଭଁୱରୀ ଦେବୀ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରି ଏଭଳି…

୧୦ରୁ ୧୫ ଦିନ ମଧ୍ୟରେ କୋଭିଡ ବଳକା ମୃତ୍ୟୁର ଅଡିଟ୍ ସରିବ : ଡିଏମଇଟି ସିବିକେ ମହାନ୍ତି

ଭୁବନେଶ୍ୱର- ରାଜ୍ୟରେ ଆଉ ୧୦ରୁ ୧୫ ଦିନ ମଧ୍ୟରେ କୋଭିଡଜନିତ ବଳକା ମୃତ୍ୟୁ ସଂଖ୍ୟାର ଅଡିଟ୍ ସରିବ । ଏବେ କୋରୋନା ମୃତ୍ୟୁର ଅଡିଟ ପରେ ତଥ୍ୟ ପ୍ରଦାନ କରାଯାଉଛି । ସବୁ ଦିଗକୁ ଅନୁଧ୍ୟାନ କରି ଅଡିଟ୍ ରିପୋର୍ଟ ଦିଆଯାଉଛି ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ରାଜ୍ୟରେ ଆଉ…

ପେଗାସସ୍ ମାମଲାରେ ସଂସଦରେ ଆଲୋଚନା ଦାବିରେ ଏକାଠି ହେଲେ ୧୪ ବିରୋଧୀ ଦଳ

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦା କେଳେଙ୍କେରୀ, ଦରବୃଦ୍ଧି ଏବଂ କୃଷି ଆଇନ ପ୍ରସଙ୍ଗରେ ସଂସଦରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ଜାରି ରହିଛି । ଇତିମଧ୍ୟରେ ପେଗାସସ୍ ଗୁଇନ୍ଦା କେଳେଙ୍କେରୀ ମାମଲାରେ ୧୪ଟି ବିରୋଧୀ ଦଳ ଏକାଠି ହୋଇଛନ୍ତି । ଆଜି ବିରୋଧୀ ଦଳଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା…