ଏନକାଉଣ୍ଟରରେ ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡା ସହର ଓ ୪ଟି ପଂଚାୟତରେ ଆସନ୍ତା ୩୦ ଯାଏଁ ୧୪୪ ଧାରା

କେନ୍ଦ୍ରାପଡା – ଗ୍ୟାଙ୍ଗଷ୍ଟର ହାଇଦରର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହେଲା ପରେ କେନ୍ଦ୍ରାପଡା ସହରରେ ଆଲର୍ଟ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ କେନ୍ଦ୍ରାପଡା ସହର ସମେତ ୪ଟି ପଂଚାୟତରେ ୧୪୪ ଧାରା ଜାରି କରାଯାଇଛି । ଗତକାଲି ରାତି ସାଢେ ୧୧ରୁ ଜାରି କରାଯାଇଛି ୧୪୪ ଧାରା,…

ରାଜ୍ୟରେ ଆଉ ୬୭ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ ଆଉ ୬୭ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଂଗୃହୀତ ତଥ୍ୟ ଅନୁସାରେ ଭୁବନେଶ୍ୱରରେ ୧୫ ସମେତ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଝିକ ୨୪ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାରେ ୧୦ ଜଣ ଲେଖାଏଁ ରୋଗୀ ପ୍ରାଣ…

ଦିନକରେ ରାଜ୍ୟରେ ୧୮୩୩ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ବୌଦ୍ଧ ଓ ନୂଆପଡାରୁ ଶୂନ ସଂକ୍ରମଣ, ଖୋର୍ଦ୍ଧା ଜିଲ୍ଲାରୁ…

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହ୍ରାସ ପାଉଛି । ଦୁଇ ହଜାର ତଳେ ହିଁ ରହୁଛି ଦୈନିକ ସଂକ୍ରମଣ । ଦତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ ହଜାର ୮୩୩ ନୂଆ କୋରୋନା ପଜିଟିଭ । ସଙ୍ଗରୋଧରୁ ୧ ହଜାର ୬୬ ଏବଂ ସ୍ଥାନୀୟ ଅଂଚଳରୁ ୭୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ରାଜଧାନୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ୱର- ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ସକାଳେ ରାଜଧାନୀର ବିଭିନ୍ନ ସ୍ଥାନ ଗସ୍ତ କରି ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । କେୟାର ହସପିଟାଲ ନିକଟରେ ବସ୍ତିବାସିନ୍ଦାଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମର ହାଉସିଂ ପ୍ରୋଜେକ୍ଟର ସମୀକ୍ଷା କରିଛନ୍ତି ୫-ଟି ସଚିବ ।…

ଟୋକିଓ ଅଲିମ୍ପିକ୍ସ: ନେଦରଲାଣ୍ଡ୍‌ସ ଠାରୁ ୫-୧ରେ ହାରିଲା ଭାରତୀୟ ମହିଳା ହକି ଦଳ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ମହିଳା ହକିରେ ଭାରତ ପ୍ରଥମ ଗ୍ରୁପ୍ ମ୍ୟାଚରେ ବିଶ୍ୱର ଶୀର୍ଷ ମାନ୍ୟତାପ୍ରାପ୍ତ ଟିମ୍ ନେଦରଲାଣ୍ଡ୍‌ସ ଠାରୁ ୫-୧ ଗୋଲ୍‌ରେ ପରାସ୍ତ ହୋଇଛି । ଭାରତ ପ୍ରଥମ ଦୁଇଟି କ୍ୱାର୍ଟରରେ ଲଢ଼ୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷ ଆଡକୁ ଦିଗହରା ହୋଇଯାଇଥିଲା । ନେଦରଲାଣ୍ଡ୍‌ସ…