ଭୁବନେଶ୍ୱରରେ ସାପ୍ତାହିକ ଇ-ବର୍ଜ୍ୟବସ୍ତୁ ସଂଗ୍ରହ ଅଭିଯାନ ଆରମ୍ଭ

ଭୁବନେଶ୍ୱର - ଆଜିଠାରୁ ଭୁବନେଶ୍ୱରରେ ଇ-ବର୍ଜ୍ୟବସ୍ତୁ ସଂଗ୍ରହ ଅଭିଯାନ ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ –ବିଏମସି । ପ୍ରତି ଶନିବାର ବୈଦ୍ୟୁତିକ ଆବର୍ଜନା ସଂଗ୍ରହ କରାଯିବ । ମହାନଗର ନିଗମର ୬୭ଟି ଯାକ ୱାର୍ଡରେ ଟାଲିବ ଅଭିଯାନ । ଅବ୍ୟବହୃତ ବୈଦ୍ୟୁତିକ ସାମଗ୍ରୀକୁ ରିସାଇକ୍ଲିଂ…

ସୌମ୍ୟ ମୃତ୍ୟୁ ମାମଲା, ବଲାଙ୍ଗିରରେ ତନାଘନା କରିବ ପୋଲିସ

ପାରଳାଖେମୁଣ୍ଡି- ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ ପାଇଁ ବଲାଙ୍ଗିର ଯିବ ଗଜପତି ପୋଲିସର ୫ ଜଣିଆ ଟିମ୍ । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବ୍ୟାଚଲର ପାର୍ଟିର ତଦନ୍ତ କରିବ ଟିମ୍ । ବଲାଙ୍ଗିରର ଏଲଟି ଭେଟ୍ରିନାରି କଲେଜରେ ପଢୁଥିଲେ ବିଦ୍ୟାଭାରତୀ । ଗତକାଲି ଏହି…

ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡିଶା ରିପୋର୍ଟ : ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦ ପ୍ରତିଶତ ଲୋକଙ୍କଠାରେ…

ଭୁବନେଶ୍ୱର – ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡିଶା ରିପୋର୍ଟ ଆସିଛି । ଓଡିଶାର ତିନିଟି ଜିଲ୍ଲା-ଗଞ୍ଜାମ, ରାୟଗଡା ଓ କୋରାପୁଟରେ ଜୁନ ୧୬ରୁ ୨୦ ତାରିଖ ମଧ୍ୟରେ ସର୍ଭେ କରାଯାଇଥିଲା । ରିପୋର୍ଟ ଅନୁସାରେ ସାଧାରଣ ଲୋକଙ୍କ ମଧ୍ୟରୁ ୬୫ ଦଶମିକ ୧୨ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି…

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ, ଭାରୋତ୍ତୋଳନରେ ମୀରାବାଈ ଜିତିଲେ ରୌପ୍ୟ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ପ୍ରଥମ ପଦକ ଜିତିଛି। ଭାରୋତ୍ତୋଳନକାରୀ ମୀରାବାଈ ଚାନୁ ଦେଇଛନ୍ତି ଭାରତକୁ ପ୍ରଥମ ପଦକ । ମହିଳା ୪୯ କିଲୋଗ୍ରାମ ଓଜନ ବର୍ଗରେ ମୋଟ ୨୦୨ କିଲୋଗ୍ରାମ ଉଠାଇ ମୀରାବାଈ ରୌପ୍ୟ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଚାଇନାର ହୁ ଜିହୁଇ ୨୧୦ କିଲୋଗ୍ରାମ ଉଠାଇ…

କୋଭାକ୍ସିନ୍ ଟିକା ଯୋଗାଣ ନେଇ ବ୍ରାଜିଲର ଦୁଇ କମ୍ପାନୀ ସହ ଚୁକ୍ତି ବାତିଲ କଲା ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ଡ୍ରଗ୍ ନିର୍ମାତା ଭାରତ ବାୟୋଟେକ୍ ଶୁକ୍ରବାର ବ୍ରାଜିଲର ଦୁଇଟି କମ୍ପାନୀ ସହିତ ଏହାର କୋଭିଡ୍-୧୯ ଟିକା ବିକ୍ରୟ ପାଇଁ ଚୁକ୍ତି ବାତିଲ କରିଥିବା ସୂଚନା ଦେଇଛି। ବ୍ରାଜିଲ ଓ ଭରତ ବାୟୋଟେକ୍ ମଧ୍ୟରେ ଭାରତରେ ପ୍ରସ୍ତୁତ କୋଭାକ୍ସିନର ୨୦ ମିଲିୟନ୍ ଡୋଜ ଯୋଗାଇବା ପାଇଁ ଏକ ଚୁକ୍ତି…

ଜମ୍ମୁକାଶ୍ମୀର ବାନ୍ଦିପୋରାରେ ଏନ୍‌କାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ଶନିବାର ସୁରକ୍ଷା ବାହିନୀଙ୍କ ସହ ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କ ପରିଚୟ ମିଳିନାହିଁ । ବାନ୍ଦିପୋରାର ସୋକାବାବା ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବା ସୂଚନା ପାଇବା ପରେ ବାନ୍ଦିପୋରା ପୋଲିସ୍‌, ସେନାର ୧୩ ଓ ୧୪…

କରୋନା ଅପଡେଟ୍‌: ଦେଶରେ ଆଉ ୩୯ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ୫୪୬ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୯,୦୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ରୋଗରେ ଆଉ ୫୪୬ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୨୦,୦୧୬ରେ ପହଞ୍ଚିଛି ।…