ରାଜ୍ୟରେ ୨ ହଜାର ୨୧୫ ନୂଆ କୋରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର- ରାଜ୍ୟରେ ଦୁଇ ହଜାର ଉପରେ ହିଁ ରହିଛି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା । ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୨ ହଜାର ୨୧୫ କୋରୋନା ପଜିଟିଭ । ସଙ୍ଗରୋଧରୁ ୧ ହଜାର ୨୭୨ ଏବଂ ସ୍ଥାନୀୟ ଅଂଚଳରୁ ୯୪୩ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୩, କଟକରୁ ୩୪୮,…