ୟାମି ଗୌତମଙ୍କୁ ଇଡିର ସମନ୍‌

ମୁମ୍ବାଇ: ବିଦେଶୀ ମୁଦ୍ରା ବିନିୟମ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ଅଭିଯୋଗରେ ବଲିଉଡ୍ ଅଭିନେତ୍ରୀ ୟାମି ଗୌତମଙ୍କୁ ପ୍ରବର୍ତ୍ତ ନିର୍ଦ୍ଦେଶାଳୟ (ଇଡି) ସମନ୍ ଜାରି କରିଛି । ତାଙ୍କୁ ଜୁଲାଇ ୭ରେ ହାଜର ହେବାକୁ କୁହାଯାଇଛି । ୟାମିଙ୍କ ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ୧.୫ କୋଟି ମୂଲ୍ୟ…