ପୁରୀ: ତାଳଧ୍ଵଜ ରଥ ଓ ଦେବଦଳନ ରଥର ଦ୍ୱାର-ଘୋଡା

ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥର ଉପରି ଭାଗ ତୋରଣକୁ ଦ୍ୱାର-ଘୋଡା କୁହାଯାଇଥାଏ। ଏହି ରଥର ପୂର୍ବପଟ ଦ୍ୱାର-ଘୋଡାର ମଧ୍ୟ ଭାଗରେ ଦେବୀ ବିମଳା ଓ ଦୁଇ ପାର୍ଶ୍ଵରେ ହନୁମାନଙ୍କ କାନ୍ଧରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କ କାନ୍ଧରେ ଅଙ୍ଗଦ ବସିଥିବା ଚିତ୍ର ଅଙ୍କା ଯାଇଥାଏ। ପଶ୍ଚିମ ପଟଦ୍ୱାର-ଘୋଡାରେ…

ରାଜ୍ୟରେ ୩ ହଜାର ୨୨୨ ନୂଆ କୋରୋନା ଆକ୍ରାନ୍ତ, କଟକରୁ ସର୍ବାଧିକ ୬୧୯

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୨୨୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧ ହଜାର ୮୩୮ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ସର୍ବାଧିକ ୬୧୯, ଖୋର୍ଦ୍ଧା ଜିଲ୍ଲାରୁ ୪୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଉ ନାହାନ୍ତି ସରକାର: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ସରକାର ସେଥିପ୍ରତି ପ୍ରାଥମିକତା ଦେଉନାହାନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଡାକ୍ତରଙ୍କ ଅଭାବ ଚିନ୍ତାର କାରଣ ହୋଇଛି । ଅନ୍ୟ ଜଣଙ୍କର ଦୋଷ ପାଇଁ ଡାକ୍ତରମାନଙ୍କ ଉପରେ ଆକ୍ରମଣ ହେଉଛି ବୋଲି ଭାରତର ପ୍ରଧାନ ବିଚାରପତି…

ଜୁଲାଇ ୩୦ ତାରିଖରୁ ମ୍ୟାଟ୍ରିକ ଅଫଲାଇନ ପରୀକ୍ଷା

ଭୁବନେଶ୍ୱର- ମ୍ୟାଟ୍ରିକ ପରୀକ୍ଷା ମୂୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନଙ୍କ ପାଇଁ ଜୁଲାଇ ୩୦ ତାରିଖରୁ ବିକଳ୍ପ ଅଫଲାଇନ ପରୀକ୍ଷା ଆରମ୍ଭ ହେବ । ଅଫଲାଇନ ପରୀକ୍ଷା ପାଇଁ ଅନଲାଇନରେ ଫର୍ମ ପୂରଣ କରିବାକୁ ପଡିବ । ଜୁଲାଇ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ହେବ । ପରୀକ୍ଷା ନିମନ୍ତେ…

କୃଷକ ଆନ୍ଦୋଳନରୁ ନଜର ହଟାଇବା ପାଇଁ ବିଜେପିର କୁମ୍ଭୀର କାନ୍ଦଣା : ବିଜେଡି

ଭୁବନେଶ୍ୱର: ଦୀର୍ଘ ଏକବର୍ଷରୁ ଅଧିକ ସମୟ ଧରି ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ଓ ହରିଆନାରେ ସେମାନଙ୍କ ଦଳ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନରୁ ସାଧାରଣ ଲୋକଙ୍କ ନଜର ହଟାଇବା ପାଇଁ ଓଡିଶା ବିଜେପି ଏବଂ ତାଙ୍କ ଦଳର ନେତା ପୃଥ୍ୱୀରାଜ ହରିଚନ୍ଦନ ଆଜି ପୁଣିଥରେ କେତେକ ମିଥ୍ୟା ଓ…