ସେରମ୍‌କୁ ଝଟ୍‌କା, ପିଲାଙ୍କ ଉପରେ କୋଭାଭାକ୍ସ ଟିକାର ଟ୍ରାଏଲ ପାଇଁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌କୁ ଝଟ୍‌କା ଲାଗିଛି । ୨-୧୭ ବୟସର ପିଲାଙ୍କ ଉପରେ କୋଭାଭାକ୍ସ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍ ପାଇଁ ସେରମ୍‌କୁ ଅନୁମତି ଦେବା ବିରୋଧରେ ସୁପାରିସ କରିଛି ସରକରୀ ପ୍ୟାନେଲ ।…

ରାଜ୍ୟରେ ଆଉ ୪୫ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୪୫ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୪ ହଜାର ୬୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ପ୍ରାଣ ହରାଇଛନ୍ତି । ଏଥିମଧ୍ୟରୁ ଭୁବନେଶ୍ୱରର ୫ ରୋଗୀ ଅଛନ୍ତି । ନୟାଗଡ, ପୁରୀରେ ୫ ଜଣ ଲେଖାଏଁ…

ରାଜ୍ୟରେ ୩ ହଜାର ୮୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୩ ହଜାର ୮୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ସଙ୍ଗରୋଧରୁ ୧ ହଜାର ୭୭୫ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୩୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୪ ଓ କଟକରୁ ୪୬୨ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୨୪୬, ଯାଜପୁରରୁ…

ଦେବଗଡ ବିଜେପି ରାଜନୀତି ସୋସିଆଲ ମିଡିଆରେ ପଦାକୁ ଆସିଲା ସାଂସଦ– ବିଧାୟକଙ୍କ ଫାଟ

ଦେବଗଡ଼ : ଦେବଗଡ଼ ଜିଲ୍ଲା ବିଜେପି ରାଜନୀତି ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ଦୀର୍ଘ ଦିନ ଧରି ଜିଲ୍ଲାର ଦୁଇ ତୁଙ୍ଗ ନେତାଙ୍କ ମଧ୍ୟରେ ଥିବା କଳି ଏବେ ସୋସିଆଲ ମିଡିଆରେ ପ୍ରତିଫଳିତ ହେଲାଣି । ଫଳରେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗତକାଲି ଦେବଗଡରେ ୧୦୦ ଶଯ୍ୟା…

୫୨ ତମ ‘ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମ: ଓଡ଼ିଶାର ମନ୍ଦିର ସ୍ଥାପତ୍ୟ କଳା ଉପରେ ଅଧିକ ଗବେଷଣା…

ଭୁବନେଶ୍ବର: ଓଡ଼ିଶାର ମନ୍ଦିର ଶିଳ୍ପ କଳା ଅନନ୍ୟ । ଏହା କେବଳ ଆଧ୍ୟାତ୍ମିକ କ୍ଷେତ୍ରରେ ମାନବସମାଜକୁ ମାର୍ଗଦର୍ଶନ ଦେଇନାହିଁ , ବରଂ ସାମାଜିକ ସମରସତା , ରାଜ୍ୟ ଶାସନ ପଦ୍ଧତି , ଉତ୍କୃଷ୍ଟ ବିଜ୍ଞାନ ଓ କାରିଗରୀ କୌଶଳ , ପରିବେଶ ସୁରକ୍ଷା , ପ୍ରଜାନୁଞ୍ଜକ ଶାସକଙ୍କ ଜନମଙ୍ଗଳ କାର୍ଯ୍ୟ ,…

କାଳିଆ ଯୋଜନାରେ ୧୮ ଲକ୍ଷ ଭୂମିହୀନ କୄଷକ ପରିବାରକୁ ୩୮୬ କୋଟି ଟଙ୍କାର କୋଭିଡ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ସ୍ବାମୀ ନାଥନ କମିଟି ରିପୋର୍ଟ ଲାଗୁ ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ: ନବୀନ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାର ମାନଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ବାରା ୧୮…

କୋଭିଡ ପରବର୍ତ୍ତୀ ପୂନର୍ଗଠନ ଓ ପୁନରୁତ୍ଥାନ ସହ ସାମଗ୍ରିକ ବିକାଶ ଉପରେ କର୍ମଶାଳା

ଭୁବନେଶ୍ୱର: ସିଆଇଆଇ ପକ୍ଷରୁ ବିଶ୍ୱ ମହାମାରୀ ପରବର୍ତ୍ତୀ ସମୟରେ ପୁନର୍ଗଠନ ଏବଂ ପୁନରୁତ୍ଥାନ ସଂପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ କୋଭିଡ୍ ମହାମାରୀ ଯୋଗୁଁ ସ୍ବାସ୍ଥ୍ୟ , ଶିକ୍ଷା , ବ୍ୟବସାୟ , ବାଣିଜ୍ୟ , ଅର୍ଥନୀତି ,…

ଖୋର୍ଦ୍ଧା ରୋଡ୍ ଓ ଗୁଜରାଟର ଉଦନା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର- ଖୋର୍ଦ୍ଧା ରୋଡ୍ ଓ ଗୁଜରାଟର ସୁରଟ ଷ୍ଟେସନ ନିକଟସ୍ଥ ଉଦନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ଜୁଲାଇ ୫ ତାରିଖରୁ ଖୋର୍ଦ୍ଧା ରୋଡ୍ –ଉଦନା ଖୋର୍ଦ୍ଧା ରୋଡ୍ ( ୦୮୫୮୫ ଓ ୦୮୫୮୬ )ଟ୍ରେନ୍ ଖୋର୍ଦ୍ଧା ରୋଡ୍‌ଠାରୁ ଜୁଲାଇ ୫ ତାରିଖ ରାତି…