ଜୁଲାଇ ୧୬ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ ବୃଦ୍ଧି, କ୍ୟାଟୋଗୋରୀ ଏ ଜିଲ୍ଲାରେ କଟକଣା କୋହଳ

ଭୁବନେଶ୍ୱର- ରାଜ୍ୟ ସରକାର ଜୁଲାଇ ମାସ ପାଇଁ କୋଭିଡ ଗାଇଡଲାଇନ ଘୋଷଣା କରିଛନ୍ତି । ରାଜ୍ୟରେ ଜୁଲାଇ ୧୬ ଯାଏଁ ବଳବତ୍ତର ରହିବ ଆଂଶିକ ଲକଡାଉନ୍ । କ୍ୟାଟୋଗୋରୀ ଏ ଜିଲ୍ଲାରେ ସକାଳ ୬ ଟାରୁ ସଂଧ୍ୟା ୬ଟାଯାଏଁ କଟକଣା କୋହଳ ହେବ । ୨୦ଟି ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ ଯାଏଁ ସବୁ ଦୋକାନ…

ଜୁଲାଇ ଗାଇଲାଇନ୍ସ ପୂର୍ବରୁ ଚିନ୍ତା ବଢାଇଲା ଉପକୂଳରେ ଦୈନିକ ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଆଉ ୩ ହଜାର ୩୭୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧ ହଜାର ୯୨୨ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୪୪୯ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୯ ହଜାର ୮୦୦କୁ ବୃଦ୍ଧି ହୋଇଛି । ଏ ଯାଏଁ ୮ ଲକ୍ଷ ୭୪ ହଜାର ୩୦୭ ରୋଗୀ…

ଖେଳରତ୍ନ ପାଇଁ ଅଶ୍ୱିନ ଓ ମିତାଲିଙ୍କ ନାମ ସୁପାରିସ କଲା ବିସିସିଆଇ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ବିସିସିଆଇ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ମହିଳା ଦିନିକିଆ ଦଳର କ୍ୟାପଟେନ ମିତାଲି ରାଜଙ୍କ ନାମ ସୁପାରିସ କରିଛି । ଅନ୍ୟପକ୍ଷେ କେଏଲ ରାହୁଲ, ଯଶପ୍ରୀତ ବୁମରା ଓ ଶିଖର ଧାୱନଙ୍କ ନାମ ଅର୍ଜୁନ…

କାଳିଆ ହିତାଧିକାରୀଙ୍କୁ ଆଜି ଦିଆଯିବ କୋଭିଡ ସହାୟତା

ଭୁବନେଶ୍ୱର- କାଳିଆ ହିତାଧିକାରୀଙ୍କୁ କୋଭିଡ ସହାୟତା ଆଜି ପ୍ରଦାନ କରାଯିବ । ଏହି ଯୋଜନାରେ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ ୩୮୬ କୋଟି ଟଙ୍କାର ସ୍ୱତନ୍ତ୍ର କୋଭିଡ ସହାୟତା ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ସାଢେ ୫ଟାରେ ଏହାର ଶୁଭାରମ୍ଭ କରିବେ । ପୂର୍ବରୁ ମେ…

ଆମେରିକୀୟ ସଂସ୍ଥାର ଅଧ୍ୟୟନରେ ଦାବି, ଡେଲ୍‌ଟା ଭାରିଆଣ୍ଟ୍ ଉପରେ କୋଭାକ୍ସିନ ପ୍ରଭାବୀ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଡେଲ୍‌ଟା ଭାରିଆଣ୍ଟ୍ ଉପରେ ଭାରତୀୟ ଟିକା ‘କୋଭାକ୍ସିନ୍‌’ ବେଶ୍ ପ୍ରଭାବୀ ସାବ୍ୟସ୍ତ ହେଉଛି । ଭାରତରେ ଦ୍ୱିତୀୟ ଲହରୀ ପାଇଁ ଦାୟୀ କୁହାଯାଉଥିବା ଏହି ଭାରିଆଣ୍ଟ୍ କୁ ରୋକିବାରେ କୋଭାକ୍ସିନ୍ ଟିକା ସମର୍ଥ ବୋଲି ଆମେରିକାର ଏକ ଅଗ୍ରଣୀ ସ୍ୱାସ୍ଥ୍ୟ ସଂସ୍ଥା…

ରାଜ୍ୟରେ କୋରୋନା ମୃତ୍ୟୁ ୪ ହଜାର ପାର୍‌, ଦିନକରେ ୪୮ ମୃତ୍ୟୁ

ଭୁବନେଶ୍ୱର-ରାଜ୍ୟରେ ଆଉ ୪୮ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କଟକ ଓ ନୟାଗଡ ଜିଲ୍ଲାରେ ୫ଜଣ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି । ଗଞ୍ଜାମ ଓ ସୁନ୍ଦରଗଡରେ ୪ ଜଣ ଲେଖାଏଁ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ,…