ମୋବାଇଲ୍ ଟାରିଫ୍ ୨୫% ବଢ଼ାଇଲା ଏୟାରଟେଲ୍; ଜିଓ, ଭୋଡାଫୋନ ମଧ୍ୟ କରିପାରନ୍ତି ଟାରିଫ୍ ବୃଦ୍ଧି

ନୂଆଦିଲ୍ଲୀ: ଏୟାରଟେଲ୍ ଏହାର ପ୍ରିପେଡ୍ ପ୍ଲାନ୍ ଟାରିଫ୍ ୨୫% ବୃଦ୍ଧି କରିଛି | ନଭେମ୍ବର ୨୬ରୁ ନୂଆ ଦର ଲାଗୁ ହେବ | ଏହାପୂର୍ବରୁ ଜୁଲାଇ ମାସରେ କମ୍ପାନୀ ପୋଷ୍ଟପେଡ୍ ପ୍ଲାନର ମଧ୍ୟ ମୂଲ୍ୟ ବୃଦ୍ଧି କରିଥିଲା। ଟାରିଫ୍ ବୃଦ୍ଧି ପରେ ଏୟାରଟେଲର ୨୮ ଦିନିଆ ପ୍ରିପେଡ୍ ପ୍ଲାନ୍ ୭୯ ଟଙ୍କାରୁ…

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୨ ଶହରୁ ତଳେ, ୧୭୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୭୧ କୋରୋନା ଆକ୍ରାନ୍ତ । କିଛି ଦିନ ବ୍ୟବଧାନ ପରେ ରାଜ୍ୟରେ ପୁଣି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୨ ଶହରୁ ତଳେ ରହିଛି । ସଙ୍ଗରୋଧରୁ ୯୮ ଓ ସ୍ଥାନୀୟ ଅଂଚଳରୁ ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ…

ଦୁଇ ଦିନ ପରେ ରାଜ୍ୟରେ ଶୀତ ବଢିବା ସମ୍ଭାବନା

ଭୁବନେଶ୍ୱର- ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ଜାରି ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଦୁଇ ଦିନ ଯାଏ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ୪୮ ଘଣ୍ଟା ପରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା…

ସହିଦ ଲକ୍ଷ୍ମଣ ନାଏକଙ୍କ ଆଜି ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ବିପ୍ଲବୀ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାଏକଙ୍କ ଆଜି ଜୟନ୍ତୀ । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସହିଦ ଲକ୍ଷ୍ମଣ ନାଏକଙ୍କ ବୀରତ୍ୱ ଓ ବଳିଦାନ ଦେଶପ୍ରେମର ଅନନ୍ୟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଦିବାସୀ…

ଖଲ୍ଲିକୋଟରେ ନକଲି ଥାନା ଅଧିକାରୀ ଗିରଫ

ଖଲ୍ଲିକୋଟ – ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଜଣେ ନକଲି ଥାନା ଅଧିକାରୀକୁ ଗିରଫ କରାଯାଇଛି । ନିଜକୁ ଆଇଆଇସି ବୋଲି ପରିଚୟ ଦେଇ ଲୋକଙ୍କୁ ଧମକ ଚମକ ଦେଉଥିବା ଚିକିଲି ଗାଁର ସୁନୀଲ ଗୌଡକୁ ବାନ୍ଧିଛି ପୋଲିସ । ତାଙ୍କର ଧମକପୂର୍ଣ୍ଣ ଫୋନ୍ କଲ୍ ରେକର୍ଡିଂ ଭାଇରାଲ ହେବା ପରେ ପୋଲିସ…

ପଠାନକୋଟ ସେନା ଶିବିର ଉପରେ ଗ୍ରେନେଡ୍ ଆକ୍ରମଣ

ପଠାନକୋଟ: ପଞ୍ଜାବର ପଠାନକୋଟ ସ୍ଥିତ ସେନା ଶିବିର ଉପରେ ଗ୍ରେନେଡ୍ ଆକ୍ରମଣ ହୋଇଛି। ରବିବାର ରାତିରେ ଆକ୍ରମଣକାରୀ ବାଇକରେ ଆସି ତ୍ରିବେଣୀ ଗେଟ୍ ଫାଟକ ନିକଟରେ ଗ୍ରେନେଡ୍ ଫିଙ୍ଗିଥିଲେ। ତେବେ ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ଘଟିନାହିଁ । ଏହି ଘଟଣା ପରେ ପଠାନକୋଟ ସମେତ ପଞ୍ଜାବର ପ୍ରମୁଖ…