ପବିତ୍ର ସ୍ନାନ ପୂର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

ଭୁବନେଶ୍ୱର- ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମହାପ୍ରଭୁଙ୍କ କୃପା ଓ ଆଶୀର୍ବାଦରୁ କୋଭିଡ ସଂକଟ ଶୀଘ୍ର ଦୂର ହେବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ଜୀବନ…

ଦିନକରେ ରାଜ୍ୟରେ ଆଉ ୪୪ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯

ଭୁବନେଶ୍ୱର – ରାଜ୍ୟରେ ଆଉ ୪୪ ଜଣଙ୍କ ଜୀବନ ନେଇଛି କୋରୋନା ମହାମାରୀ । ଏଥିସହ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ହଜାର ୭୬୧କୁ ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣଙ୍କ ମୃତ୍ୟୁ ହୋଇଛି । ବରଗଡ ଓ କଟକ ଜିଲ୍ଲାରୁ ୫ ଜଣ ଲେଖାଏଁ, ଅନୁଗୁଳ ଓ ପୁରୀରୁ…

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି, ଚିନ୍ତା ବଢାଉଛି ଖୋର୍ଦ୍ଧା,କଟକ ଓ ଯାଜପୁର ଜିଲ୍ଲା

ଭୁବନେଶ୍ୱର- ରାଜ୍ୟରେ ଆଉ ୩ ହଜାର ୬୫୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨ ହଜାର ୯୮ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୫୫୨ ଆକ୍ରାନ୍ତ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୯୦ ହଜାର ୫୯୬କୁ ବୃଦ୍ଧି ହୋଇଥିବା ବେଳେ ଏ ଯାଏ ସୁସ୍ଥ…

ପୁରୀ: ବୈଚିତ୍ରମୟ ଶ୍ରୀଜଗନ୍ନାଥଙ୍କ ଗଜାନନ ବେଶ

ନିଳାଦ୍ରିନାଥ ଶ୍ରୀଜଗନ୍ନାଥଙ୍କ ବାରମାସରେ ତେର ପର୍ବ ପାଳିତ ହୋଇଥାଏ। ଜ୍ୟେଷ୍ଠ ପୂର୍ଣ୍ଣିମାରେ ପାଳିତ ହେଉଥିବା ସ୍ନାନ ଯାତ୍ରା ତା ମଧ୍ୟରୁ ଅନ୍ୟତମ। ଏହା ଦେବସ୍ନାନ ପୂର୍ଣ୍ଣିମା ନାମରେ ଜଗତ ବିଦିତ। ଏହିଦିନ ମହାପ୍ରଭୁ ୧୦୮ ଗରା ଜଳରେ ଅଭିଷିକ୍ତ ହୋଇଥାନ୍ତି। ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କୁ…

ନ୍ୟୁଜିଲାଣ୍ଡ ଜିତିଲା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଟାଇଟଲ୍, ଫାଇନାଲରେ ଭାରତକୁ ୮ ଓ୍ବିକେଟରେ ହରାଇଲା

ସାଉଥମ୍ପଟନ: ନ୍ୟୁଜିଲାଣ୍ଡ ଉଦଘାଟନୀ ବିଶ୍ଵ ଟେଷ୍ଟ ଚାମ୍ପିୟନସିପର ବିଜେତା ହୋଇଛି । ଫାଇନାଲରେ ଭାରତକୁ ୮ ଓ୍ବିକେଟରେ ହରାଇ ନ୍ୟୁଜିଲାଣ୍ଡ ଟାଇଟଲ ଜିତିଛି । ଷଷ୍ଠ ତଥା ରିଜର୍ଭ ଦିବସରେ ଭାରତ ଦ୍ବିତୀୟ ଇନିଂସରେ ମାତ୍ର ୧୭୦ ରନରେ ଅଲ୍ ଆଉଟ୍ ହେବା ପରେ ନ୍ୟୁଜିଲାଣ୍ଡ ଆଗରେ ବିଜୟ ପାଇଁ କେବଳ…

ହୀରାକୁଦ ସେଚାଞ୍ଚଳକୁ ସତନ୍ତ୍ର ଫୋକସ୍: ବରଗଡ ଓ ଶାସନ କେନାଲ ପାଇଁ ୪ ଶହ କୋଟିର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ…

ସମ୍ବଲପୁର : ପଶ୍ଚିମ ଓଡିଶାର ଭାତହାଣ୍ଡି ଭାବେ ପରିଚିତ ହୀରାକୁଦ ସେଚାଞ୍ଚଳର ଚାଷୀଙ୍କ ପାଇଁ ଖୁସି ଖବର । ଏହି ସେଚାଞ୍ଚଳର ଦୁଇ ପ୍ରମୁଖ କେନାଲ ବରଗଡ଼ ଓ ଶାସନର ନବୀକରଣ ପାଇଁ ୪ ଶହ କୋଟି ଟଙ୍କାର ଏକ ବୃହତ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ଏହାଦ୍ବାରା…

ପୋଷଣକୁ ଗୁରୁତ୍ୱ: ବଢିବ ମହିଳାଙ୍କ ଆୟ

ମିଶନଶକ୍ତି ବିଭାଗ ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ଭୁବନେଶ୍ୱର: ରାଜ୍ୟରେ ମହିଳାମାନଙ୍କୁ କିଭଳି ଅଧିକ ସ୍ୱାବଲମ୍ବୀ କରାଯାଇ ପାରିବ ଏବଂ ସେମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ହୋଇପାରିବ ତାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ…

ପୁରୀ : ଦଇତାପତିଙ୍କ ଶ୍ରୀମନ୍ଦିର ପ୍ରବେଶ

ଜ୍ୟେଷ୍ଠଶୁକ୍ଳ ପୂର୍ଣ୍ଣିମା ଠାରୁ ଆଷାଢ଼ଶୁକ୍ଳ ଚତୁର୍ଦଶୀ ପର୍ଯ୍ୟନ୍ତ ଅର୍ଥାତ ସ୍ନାନପୁର୍ଣ୍ଣିମା ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ସ୍ଵତନ୍ତ୍ର ସେବା କରିଥାନ୍ତି ଦଇତାପତି ସେବକମାନେ। ଏହି ସମୟରେ ସେମାନେ ମୁଖ୍ୟତଃ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷାରେ ରହିଥାନ୍ତି। ଚଳିତବର୍ଷ…