ମିଲଖା ସିଂହ : ସଂଘର୍ଷ, ସାଧନା ଓ ସଫଳତାର ଅନନ୍ୟ କାହାଣୀ

ବିଜନ କୁମାର ମହାପାତ୍ର ଫ୍ଲାଇଂ ଶିଖ୍ ମିଲଖା ସିଂହଙ୍କ ଜୀବନ ଥିଲା ସଂଘର୍ଷ,ସାଧନା ଓ ସଫଳତାର ଏକ ରୋମାଂଚକର, ପ୍ରେରଣାପ୍ରଦ କାହାଣୀ । ସଂଘର୍ଷ, ସାଧନା ଓ ସଫଳତାର ବଳିଷ୍ଠ ଉଦାହରଣ ହେଉଛନ୍ତି ମିଲଖା, ଯିଏ କି ଅତି ଅଳ୍ପ ବୟସରେ ହିଁ ଜୀବନ ଓ ମୃତ୍ୟୁକୁ ଖୁବ୍ ନିକଟରୁ ଦେଖିଥିଲେ ।…

ସ୍ୱିସ୍ ବ୍ୟାଙ୍କ୍‌ରେ ଭାରତୀୟଙ୍କ କଳାଧନ ପରିମାଣ ୧୩ ବର୍ଷରେ ସର୍ବାଧିକ

ନୂଆଦିଲ୍ଲୀ: ସ୍ୱିସ୍ ବ୍ୟାଙ୍କ୍‌ରେ ଭାରତୀୟ ନାଗରିକ ଓ ଭାରତୀୟ କମ୍ପାନୀ ଗୁଡିକ ରଖିଥିବା କଳାଧନରେ ରେକର୍ଡ ବୃଦ୍ଧି ଘଟିଛି । ୨୦୨୦ରେ ଏହାର ପରିମାଣ ୨.୫୫ ବିଲିୟନ ସ୍ୱିସ୍ ଫ୍ରାଙ୍କ୍ (୨୦,୭୦୦ କୋଟି)କୁ ବୃଦ୍ଧି ପାଇଛି । କେବଳ ନଗଦ ଆକରରେ ନୁହେ, ବରଂ ସିକ୍ୟୁରିଟିଜ୍‌, ବଣ୍ଡ୍ ଏବଂ…

ରଥଯାତ୍ରାର ରୋଚକ ତଥ୍ୟ: ତାଳଧ୍ଵଜ ରଥର ସାରଥୀ ଓ ପାର୍ଶ୍ଵଦେବତାଙ୍କ ବିଷୟରେ କିଛି ଜାଣିବା କଥା

ଶ୍ରୀ ଜଗନ୍ନାଥ ସଂସ୍କୃତି ହେଉଛି ସ୍ମାର୍ତ୍ତ ମତରେ ପଞ୍ଚ ଉପାସନାର ସଂସ୍କୃତି। ଶୈବ, ଶାକ୍ତ, ଗାଣପତ୍ୟ ଓ ସୌର ପରମ୍ପରା ସମ୍ମିଳିତ ଭାବରେ ଏହି ବୈଷ୍ଣବୀୟ ସଂସ୍କୃତି କୁ ପୃଷ୍ଠ କରିଛନ୍ତି। ଏସବୁ ଦୃଷ୍ଟିରୁ ବିଚାର କଲେ ରତ୍ନସିଂହାସନ ରେ ଶୈବ ସଂସ୍କୃତିର ପ୍ରତିନିଧି ଭାବରେ ଶ୍ରୀବଳଭଦ୍ର…

୬ ରୁ ୮ ସପ୍ତାହ ମଧ୍ୟରେ ଆସିପାରେ ତୃତୀୟ ଲହର, ସତର୍କ କରାଇଲେ ଏମ୍ସ ମୁଖ୍ୟ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣରୁ ମୁକୁଳି ନଥିବା ଭାରତ ଉପରେ ତୃତୀୟ ଲହରୀ ବିପଦ ବଢ଼ିଲାଣି । ତୃତୀୟ ଲହର ୬ରୁ ୮ ସପ୍ତାହ ମଧ୍ୟରେ ଆସିବା ଥୟ ବୋଲି ଦିଲ୍ଲୀ ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ।  ପୂର୍ବରୁ ବିଶେଷଜ୍ଞ ମଧ୍ୟ ଭାରତରେ ତୃତୀୟ ଲହରୀ ଆଶଙ୍କା ନେଇ…

କାରୋନା ଅପଡେଟ୍‌: ୭୪ ଦିନ ପରେ ସର୍ବନିମ୍ନ ଦୈନିକ ମାମଲା, ମୃତ୍ୟୁ ସଂଖ୍ୟା ୩.୮୫ ଲକ୍ଷ ଉପରେ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ନିିୟନ୍ତ୍ରଣରେ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬୦,୭୫୩ ମାମଲା ସାମ୍ନାକୁ ଆସିଛି । ୭୪ ଦିନ ପରେ ସବୁଠୁ କମ୍ ମାମଲା ରେକର୍ଡ କରାଯାଇଛି । ଦିନକରେ ଏହି ରୋଗରେ ଆଉ ୧୬୭୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୯୭,୭୪୩ ଜଣ ସୁସ୍ଥ ହୋଇଛନ୍ତି ।…

ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷଙ୍କ ବିୟୋଗରେ ଶୋକବ୍ୟକ୍ତକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ସେ ଜଣେ ଅଭିଜ୍ଞ ଓ ଦକ୍ଷ ପୋଲିସ ଅଫିସର ଥିଲେ । ଏଥିସହ ସେ ଜଣ ସଫଳ ଲେଖକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା…

ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ଡିଜିପି

ଭୁବନେଶ୍ୱର- ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ଶୋକ ପ୍ରକାଶ କରିଛନ୍ତି । ଦେବାଶିଷ ଜଣେ ଦକ୍ଷ ପୋଲିସ ଅଫିସର ଥିଲେ । କଠିନ ପରିଶ୍ରମ, ନେତୃତ୍ୱ ଓ ନମ୍ରତା ପାଇଁ ଦେବାଶିଷ ସର୍ବଦା ମନେ ରହିବେ ବୋଲି ଡିଜିପି ଟ୍ୱିଟ୍ କରିଛନ୍ତି । ସେ…