କୋଭିଡ ସ୍ଥିତି ଅନୁସାରେ ନିଆଯିବ ‘ଅନଲକ’ ନିଷ୍ପତ୍ତି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣରେ ଦ୍ରୁତ ହ୍ରାସ ଘଟୁଛି । କିଛି ଜିଲ୍ଲାକୁ ଛାଡିଦେଲେ ଅଧିକାଂଶ ଜିଲ୍ଲା ଏବେ ଗ୍ରୀନ ଜୋନରେ ରହିଛି । ଆସନ୍ତା ୧୭ ତାରିଖରେ ରାଜ୍ୟରେ ଲକ୍‌ଡାଉନ ଶେଷ ହେଉଥିବା ବେଳେ ଗ୍ରୀନ୍ ଜୋନ୍‌ରେ ଥିବା ଜିଲ୍ଲାଗୁଡିକରେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରାଯାଇପାରେ…

କୁମ୍ଭମେଳାର ୧ ଲକ୍ଷ କୋଭିଡ୍ ଟେଷ୍ଟ ରିପୋର୍ଟ ଜାଲ୍‌

ହରିଦ୍ୱାର/ଡେରାଡୁନ୍‌: ଭାରତରେ କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହରୀ ପାଇଁ କିଛି ବୁଦ୍ଧିଜୀବୀ କୁମ୍ଭମେଳାକୁ ଦାୟୀ କରିଥିଲେ । ଏବେ କୁମ୍ଭମେଳାକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । କୁମ୍ଭମେଳାରେ ହୋଇଥିବା ୪ ଲକ୍ଷ କୋଭିଡ୍ ଟେଷ୍ଟ ମଧ୍ୟରୁ ପ୍ରାୟ ୧ ଲକ୍ଷ ରିପୋର୍ଟ ଜାଲ୍ ଥିଲା…

ଚିରାଗଙ୍କୁ ଆଉ ଏକ ଝଟ୍‌କା, ପଶୁପତି ପାରସଙ୍କୁ ଏଲ୍‌ଜେପି ନେତା ଭାବେ ଲୋକସଭା ବାଚସ୍ପତିଙ୍କ ସ୍ୱୀକୃତି

ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)ରେ ଦେଖା ଦେଇଥିବା ଦଳୀୟ କନ୍ଦଳରେ ଚିରାଗ ପାଶୱାନଙ୍କୁ ଆଉ ଏକ ଝଟ୍‌କା ଲାଗିଛି । ଚିରାଗଙ୍କ କକା ତଥା ସାଂସଦ ପଶୁପତି ପାରସଙ୍କୁ ଏଲ୍‌ଜେପି ସଂସଦୀୟ ଦଳର ନେତା ଭାବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସ୍ୱୀକୃତି ଦେଇଛନ୍ତି । ଦିବଂଗତ…

କରୋନା ଅପଡେଟ୍‌: ୭୫ ଦିନ ପରେ ସବୁଠୁ କମ୍ ମାମଲା, ୬୦,୪୭୧ ନୂଆ ଆକ୍ରାନ୍ତ ଚିହ୍ନଟ, ୨୭୨୬ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହରୀର ପ୍ରକୋପ କମିବାରେ ଲାଗିଛି । ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬୦,୪୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୫ ଦିନ ପରେ ଦେଶରେ ସବୁଠାରୁ କମ୍ କୋଭିଡ୍ ମାମଲା ରେକର୍ଡ କରାଯାଇଛି । ସଂକ୍ରମଣ କମୁଥିଲେ…

କୋରୋନା କଟକଣା ମଧ୍ୟରେ ଏ ବର୍ଷ ମଧ୍ୟ ସମ୍ବଲପୁର ଶୀତଳଷଷ୍ଠୀ, ଆଜି ରାତିରେ ଦେବଦଂପତ୍ତିଙ୍କ ବିହାହ

ସମ୍ବଲପୁର - ଆଜି ପବିତ୍ର ଶୀତଳଷଷ୍ଠୀ । ଦେବଦେବ ମହାଦେବଙ୍କ ସହ ମାଆ ପାର୍ବତୀଙ୍କ ବିବାହ ଉତ୍ସବ । ଗତବର୍ଷ ଭଳି ଏଥର ମଧ୍ୟ କୋଭିଡ କଟକଣାରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବ ନିରାଡମ୍ବର ଭାବେ ପାଳନ କରାଯିବ । ସମ୍ବଲପୁର ନନ୍ଦପଡାର ବାଲୁଙ୍କେଶ୍ୱର, ଝାଡୁଆପଡାର ଲୋକନାଥ ବାବା,…

ରାଜ୍ୟରେ ଆଉ ୪୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ଆଉ ୪୨ ରୋଗୀଙ୍କ ମୃତ୍ୟୁ ସହ ଓଡିଶାରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୩୮୮କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ପୁରୀ, ଖୋର୍ଦ୍ଧା, କଟକ ଓ ଝାରସୁଗୁଡା ଜିଲ୍ଲାରୁ ୪ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ଜଗତସିଂହପୁର, କଳାହାଣ୍ଡି, ରାୟଗଡା ଜିଲ୍ଲାରୁ ୩ ଜଣ…

ରାଜ୍ୟରେ ୪ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ, ଦିନକରେ ୩୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪ ହଜାର ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ । ଚିହ୍ନଟ ହୋଇଛନ୍ତି ୩ ହଜାର ୪୦୫ ନୂଆ ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୧ ହଜାର ୯୪୨ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୪୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୦,…