ଡେଲ୍‌ଟା ଭାରିଆଣ୍ଟ୍ ଏବେ ଆହୁରି ଘାତକ ‘ଡେଲ୍‌ଟା ପ୍ଲସ୍‌’ରେ ପରିଣତ, ନୂଆ ଭାରିଆଣ୍ଟ୍ ଉପରେ ଆଣ୍ଟିବଡ଼ି କକ୍‌ଟେଲ୍ ବି…

ନୂଆଦିଲ୍ଲୀ: ଭାରତରେ ଦ୍ୱିତୀୟ ଲହରୀ ବିଭୀଷିକା ପାଇଁ ଦାୟୀ କୁହାଯାଉଥିବା ଡେଲ୍‌ଟା ଭାରିଆଣ୍ଟ୍ ଏବେ ଆହୁରି ଘାତକ ହୋଇଛି । ଏହି ଭାରିଆଣ୍ଟ୍ ଏବେ ରୂପ ବଦଳାଇଛି । ଏହି ନୂଆ ଭାରିଆଣ୍ଟ୍‌କୁ ‘ଡେଲ୍‌ଟା ପ୍ଲସ୍‌’ କୁହାଯାଉଛି । ଏପରିକି କରୋନା ରୋଗୀଙ୍କୁ ଦିଆଯାଉଥିବା ମୋନୋକ୍ଲୋନଲ୍ ଆଣ୍ଟିବଡି଼…

ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ପୁରିଲା ବର୍ଷେ, ନିରପେକ୍ଷ ତଦନ୍ତ ପାଇଁ ଏନ୍‌ଏଚ୍‌ଆର୍‌ସିରେ ଆବେଦନ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଆଜି ବର୍ଷେ ପୁରିଛି । ଗତବର୍ଷ ଜୁନ୍ ୧୪ରେ ବାନ୍ଦ୍ରା ସ୍ଥିତ ତାଙ୍କ ଫ୍ଲାଟ୍‌ରେ ସୁଶାନ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କର ଏଭଳି ଅଚାନକ ମୃତ୍ୟୁରେ ଫିଲ୍ମ ଜଗତ ଓ ପ୍ରଶଂସକମାନେ ସ୍ତବ୍ଧ…

ଅଯୋଧ୍ୟା ରାମ ଜନ୍ମଭୂମି ଟ୍ରଷ୍ଟ ବିରୋଧରେ ଦୁର୍ନୀତି ଅଭିଯୋଗ, ଦୁଇ କୋଟି ମୂଲ୍ୟର ଜମିକୁ ୧୮ କୋଟିରେ କିଣାଯାଇଛି

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାୟିତ୍ୱରେ ଥିବା ଟ୍ରଷ୍ଟ ବିରୋଧରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି । ଆମ୍ ଆଦମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଓ ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ପବନ ପାଣ୍ଡେ ରାମଜନ୍ମଭୂମି ଟ୍ରଷ୍ଟ ବିରୋଧରେ ଏହି…

ଫ୍ରିଜ୍ ହେଲା ଗୌତମ ଆଦାନୀଙ୍କ ୪୩‌ ହଜାରରୁ ଉର୍ଦ୍ଧ୍ବ କୋଟି ଟଙ୍କାର ସେୟାର

ନୂଆଦିଲ୍ଲୀ: ଉଦ୍ୟୋଗପତି ଗୌତମ ଆଦାନୀଙ୍କ ପ୍ରାୟ ୪୩ ହଜାରରୁ ଉର୍ଦ୍ଧ୍ବ କୋଟି ଟଙ୍କାର ସେୟାର ଫ୍ରିଜ୍ କରାଯାଇଛି । ନ୍ୟାସନାଲ ସିକ୍ୟୁରିଟି ଡିପୋଜିଟୋରୀ ଲିମିଟେଡ୍ (ଏନ୍ଏସଡିଏଲ୍) ତିନୋଟି ବିଦେଶୀ ଫଣ୍ଡ୍ ଆଲବଲା ଇନଭେଷ୍ଟମେଣ୍ଟ ଫଣ୍ଡ, କ୍ରେଷ୍ଟା ଫଣ୍ଡ ଏବଂ ଏପିଏମ୍ଏସ୍ ଇନଭେଷ୍ଟମେଣ୍ଟ ଫଣ୍ଡର…