ଟିକାକରଣ ନେଇ କେନ୍ଦ୍ରର ନୂଆ ଗାଇଡଲାଇନ ଜାରି

ନୂଆଦିଲ୍ଲୀ – ଟିକାକରଣ ନେଇ କେନ୍ଦ୍ରର ନୂଆ ଗାଇଡଲାଇନ ଜାରି ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଜାରି ହୋଇଛି କେନ୍ଦ୍ରର ନୂଆ ଗାଇଡଲାଇନ୍ । ୧୮ ବର୍ଷରୁ ଅଧିକ ବୟସର କାହାକୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ, ତାହା ରାଜ୍ୟ ସରକାରମାନେ ନିର୍ଣ୍ଣୟ କରିବେ । ରାଜ୍ୟର ଲୋକସଂଖ୍ୟା,…

କୁଳପତି, ଅଧ୍ୟକ୍ଷଙ୍କ ସହ ବୈଠକ ପରେ ହିଁ ବିଶ୍ୱବିଦ୍ୟାଳୟ ଓ କଲେଜରେ ପାଠପଢା ନେଇ ନିଷ୍ପତ୍ତି : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର – କଲେଜ, ବିଶ୍ୱବିଦ୍ୟାଳୟରେ ପାଠପଢା ଓ ପରୀକ୍ଷା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ଏ ନେଇ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ ହେବ । ଆସନ୍ତା ୧୨ ତାରିଖରେ ସବୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକ ବସିବ । ଲକଡାଉନ ବେଳେ ପାଠପଢା…

କୋଭିଡ ସହାୟତା: ସହରାଞ୍ଚଳର ଉଠାଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କାର ସହାୟତା

ଭୁବନେଶ୍ବର: କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି । ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ । ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକଡାଉନ ଯୋଗୁ ସହରାଞ୍ଚଳର (street vendor) ଉଠାଦୋକାନୀ ଙ୍କ ମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ…

ଡ୍ରଗ୍ସ କାରବାର ନିୟନ୍ତ୍ରଣରେ ଏସଟିଏଫର ଭୂମିକା ଗୁରୁତ୍ୱପୂର୍ଣ୍ଣ, ୨୭ଟି ନୂଆ ପଦବୀ ସୃଷ୍ଟି : ଡିଜିପି

ଭୁବନେଶ୍ୱର- ରାଜ୍ୟରେ ଡ୍ରଗ୍ସ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଡ୍ରଗ୍ସ କାରବାର ଦମନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି ଏସଟିଏଫ । ଏସଟିଏଫ ପାଇଁ ସରକାର ୨୭ଟି ନୂଆ ପଦବୀ…

ଠକେଇ ମାମଲାରେ ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀଙ୍କୁ ୭ ବର୍ଷ ଜେଲ୍‌

ଡର୍ବାନ: ଏକ ଠକେଇ ମାମଲାରେ ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ ଦକ୍ଷିଣ ଆଫ୍ରିକାର ଏକ କୋର୍ଟ ୭ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ତାଙ୍କ ଉପରେ ୬୦ ଲକ୍ଷ ରାଣ୍ଡ୍ (୩.୨୨ କୋଟି)ର ଜରିମାନା ଲଗାଇଛନ୍ତି କୋର୍ଟ । ଡର୍ବାନର ଏକ କୋର୍ଟ ସୋମବାର ୫୬…

ଆସନ୍ତା ୭-୮ ଦିନ ମଧ୍ୟରେ ରାଜ୍ୟରେ କୋଭିଡ ସ୍ଥିତି ଆହୁରି ଭଲ ହେବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

ଭୁବନେଶ୍ୱର- ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ, ବେସଲାଇନ ଇନଫେକସନ୍ ଓ ଟେଷ୍ଟ ପଜିଟିଭିଟ୍ ହାର ହ୍ରାସ ପାଇବାରେ ଲାଗିଛି । ଆସନ୍ତା ୭ରୁ ୮ ଦିନ ମଧ୍ୟରେ ରାଜ୍ୟରେ ସ୍ଥିତି ଆହୁରି ଭଲ ହେବା ନେଇ ସେ ଆଶା ପ୍ରକାଶ କରିଛନ୍ତି ।…

ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରାପଡା ଓ ମୟୂରଭଞ୍ଜ ଜିଲ୍ଲାଗସ୍ତରେ କେନ୍ଦ୍ରୀୟ ଦଳ

କେନ୍ଦ୍ରାପଡା- ବାତ୍ୟା ୟାଶ୍ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରାପଡାରେ ୪ ଜଣିଆ କେନ୍ଦ୍ରୀୟ ଦଳ ପହଂଚିଛନ୍ତି । ଏହି ଦଳ ପ୍ରଥମେ ରାଜକନିକାର ଭରିଗଦା ପଂଚାୟତ ଗସ୍ତ କରି ପନିପରିବା ଚାଷ ନଷ୍ଟ ହୋଇଥିବା ସ୍ଥାନ ବୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ପରେ…

ମେସିଙ୍କୁ ଟପିଲେ ଛେତ୍ରୀ, ବିଶ୍ୱର ଦ୍ୱିତୀୟ ସର୍ବାଧିକ ଗୋଲ୍ ସ୍କୋରର୍ ହେଲେ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ୍ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି । ସର୍ବାଧିକ ଗୋଲ୍ ସ୍କୋର କରିଥିବା ସକ୍ରିୟ ଫୁଟବଲ୍ ଖେଳାଳିଙ୍କ ମଧ୍ୟରେ ଛେତ୍ରୀ ଏବେ ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସିଙ୍କୁ ଟପିଛନ୍ତି । ଦୋହାରେ ଚାଲିଥିବା ଫିଫା ବିଶ୍ୱକପ୍‌-୨୦୨୨ ଏବଂ…