ସହରାଂଚଳ ରୋଜଗାର ପଦକ୍ଷେପ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଂଚମ ଗୁଆଙ୍ଗଝୁ ପୁରସ୍କାର, ମୁଖ୍ୟମନ୍ତ୍ରୀଙ୍କ…
ଭୁବନେଶ୍ୱର – ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର କାର୍ଯ୍ୟକୁ ଆଉ ଏକ ଆନ୍ତର୍ଜାତିକ ସ୍ୱୀକୃତି । ବିଭିନ୍ନ ସହର ଓ ଅଂଚଳରେ ସାମାଜିକ, ଅର୍ଥନୈତିକ ଓ ପରିବେଶଗତ ଉନ୍ନତି ପାଇଁ ଅଭିନବ ଯୋଜନା ଆପଣାଇଥିବାରୁ ଗୃହ ନଗର ଉନ୍ନୟନ ବିଭାଗକୁ ପଂଚମ ଗୁଆଙ୍ଗଝୁ ପୁରସ୍କାର ମିଳିିଛି । ସହରାଂଚଳ…