କୁଖ୍ୟାତ ମାଓନେତା ପ୍ରଶାନ୍ତ ବୋଷ ଓରଫ କିଶନ ଦା ଓ ପତ୍ନୀ ଶୀଲା ଝାଡଖଣ୍ଡରୁ ଗିରଫ

ରାଞ୍ଚି – କୁଖ୍ୟାତ ମାଓବାଦୀ ନେତା ପ୍ରଶାନ୍ତ ବୋଷ ଓରଫ କିଶନ ଦା ଶେଷରେ ଗିରଫ ହୋଇଛନ୍ତି । ୭୫ ବର୍ଷିୟ କିଶନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ କୋଟିଏ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ତାଙ୍କୁ ଝାଡଖଣ୍ଡରୁ ଗିରଫ କରାଯାଇଛି । କିଶନଙ୍କ ପତ୍ନୀ ଶୀଲାଙ୍କୁ ମଧ୍ୟ ଗିରଫ କରାଯାଇଛି ।…

ଅବପାତ ପ୍ରଭାବରେ ଦକ୍ଷିଣ ଓଡିଶାରେ ଅନେକ ସ୍ଥାନରେ ବର୍ଷା, ଛତ୍ରପୁରରେ ସର୍ବାଧିକ ୭୮.୬ ମିଲିମିଟର ବର୍ଷା

ଭୁବନେଶ୍ୱର- ତାମିଲନାଡୁ ଉପକୂଳ ଅତିକ୍ରମ କରିଥିବା ଅବପାତ ପ୍ରଭାବରେ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ସର୍ବାଧିକ ୭୮ ଦଶମିକ ୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏଣେ ଥାଇଲାଣ୍ଡ ଉପକୂଳରେ ଆଜି ଆଉ ଏକ ଘୁର୍ଣ୍ଣିବଳୟ…

ସେମିଫାଇନାଲ ପୂର୍ବରୁ ୩୬ ଘଣ୍ଟା ଆଇସିୟୁରେ ଥିଲେ ରିଜଓ୍ବାନ୍, ତଥାପି ଖେଳିଲେ ଚମତ୍କାର ଇନିଂସ୍

ଦୁବାଇ: ପାକିସ୍ତାନ ଦଳ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲେ ମଧ୍ୟ ନିଜ ଲଢୁଆ ପ୍ରଦର୍ଶନ ପାଇଁ ସମସ୍ତଙ୍କ ହୃଦୟ ଜିତିଛି । ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଦଳର ଓପନର୍ ଯୋଡ଼ି ବାବର ଆଜାମ ଏବଂ ମହମ୍ମଦ ରିଜୱାନ ପ୍ରତି…

ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ମହିଳା ସେନାଧିକାରୀଙ୍କୁ ସ୍ଥାୟୀ କମିଶନ ନେଇ କେନ୍ଦ୍ରର ପ୍ରତିଶ୍ରୁତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ସମସ୍ତ ଯୋଗ୍ୟ ମହିଳା ସେନାଧିକାରୀଙ୍କୁ ସ୍ଥାୟୀ କମିଶନ ଦିଆଯିବ ବୋଲି କେନ୍ଦ୍ର ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ପ୍ରତିଶ୍ରୁତି ଦିଆଯାଇଛି । ସ୍ଥାୟୀ କମିଶନ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନଥିବାରୁ ସୁପ୍ରିମକୋର୍ଟ ସେନା ବିରୋଧରେ ଅବମାନନା…

‘ଦୁଇଜଣ ଛାତ୍ରଙ୍କ ପାଇଁ ପୁଣିଥରେ ନିଟ୍-ୟୁଜି ପରୀକ୍ଷା ହୋଇପାରିବ ନାହିଁ..’ ବମ୍ବେ ହାଇକୋର୍ଟଙ୍କ ରାୟକୁ…

ନୂଆଦିଲ୍ଲୀ: ଦୁଇ ଛାତ୍ରଙ୍କ ପାଇଁ ନିଟ୍-ୟୁଜି ପରୀକ୍ଷା ପୁଣିଥରେ କରିବାକୁ ମନା କରି ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି। ପରୀକ୍ଷା ବୁକଲେଟ୍ ଏବଂ ଉତ୍ତର ବୁକଲେଟ୍ ସହିତ ମେଳ ଖାଉ ନ ଥିବାରୁ ମହାରାଷ୍ଟ୍ରର ଦୁଇ ଛାତ୍ରଙ୍କ ପିଟିସନ ଉପରେ ବମ୍ବେ ହାଇକୋର୍ଟ…

ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା

ଚଣ୍ଡିଗଡ଼: ଆସନ୍ତାବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି(ଆପ୍) ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଥମ ତାଲିକାରେ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ ଦଳର ପ୍ରଥମ ତାଲିକାରେ କୌଣସି ନୂଆ ଚେହେରା ନାହାନ୍ତି। ପଞ୍ଜାବ…

କଙ୍ଗନାଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ପ୍ରତ୍ୟାହାର ଦାବି ଜୋର୍ ଧରିଲା

ନୂଆଦିଲ୍ଲୀ: ୧୯୪୭ ମସିହାରେ ଭାରତର ସ୍ଵାଧୀନତାକୁ 'ଭିକ' ବୋଲି କହି ବିବାଦ ସୃଷ୍ଟି କରିଥିବା କଙ୍ଗନା ରନାୱତଙ୍କ ବିରୋଧରେ ଅସନ୍ତୋଷ ବୃଦ୍ଧି ପାଉଛି । ତାଙ୍କୁ ପ୍ରଦାନ କରାଯାଇଥିବା ପଦ୍ମଶ୍ରୀକୁ ସରକାର ଫେରାଇ ନେବାକୁ ଦାବି ଜୋର୍ ଧରିବାରେ ଲାଗିଛି। କଙ୍ଗନାଙ୍କ ବିରୋଧରେ ସବୁ ବିରୋଧୀ ଦଳ…