ମୋ ସରକାର ଫିଡବ୍ୟାକ୍ ସିଷ୍ଟମ୍: ଭିମସାରକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଡାକ୍ତର , ନର୍ସ ଓ କର୍ମଚାରୀଙ୍କୁ ସାଧୁବାଦ…

ସମ୍ବଲପୁର : କୋଭିଡ୍ ମୁକାବିଲାରେ ଡାକ୍ତରଙ୍କ ସମେତ ସମସ୍ତ ସାସ୍ଥ୍ୟକର୍ମୀ ସମ୍ମୁଖ ଯୋଦ୍ଧା ଭାବେ ଡାକ୍ତରଖାନାରେ ରୋଗୀଙ୍କ ଜୀବନ ବଞ୍ଚାଉଛନ୍ତି । ଆଉ ସରକାର ଏଥିପାଇଁ ସବୁ ପ୍ରକାର ଭିତ୍ତିଭୂମି ବ୍ୟବସ୍ଥା କରୁଛନ୍ତି । ତେବେ , ମୋ ସରକାର ପକ୍ଷରୁ ରୋଗୀଙ୍କ ଚିକିତ୍ସା ସଂକ୍ରାନ୍ତୀୟ ସୁବିଧା…

କରୋନା ଆଗରେ ଅପରାଜୟ ଗାଁ

କରୋନା ପ୍ରଥମ ଲହରୀ ପରେ ଏବେ ଦ୍ବିତୀୟ ଲହରୀ ଅନେକଙ୍କୁ ତାର ଶିକାର କଲାଣି। କେତେକଙ୍କ ଜୀବନ ନେଲାଣି ତ ଏହି ମହାମାରୀ ଲାଗି ଅନେକ ପରିବାର ଉଜୁଡ଼ିଗଲାଣି। ହେଲେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଏବେ ବି ଏମିତି ଅନେକ ଗାଁ ରହିଛି ଯାହା କରୋନା ଆଗରେ ଏଯାବତ୍ ଅପରାଜୟ ରହି ଆସିଛି। କରୋନା ଗାଁକୁ…

ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବଢୁଛି : ଗତ ୨୪ ଘଣ୍ଟାରେ ରାଜ୍ୟର ୩୩ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଆଉ ୩୩ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ଏହା ସର୍ବାଧିକ କୋରୋନା ମୃତ୍ୟୁ । ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୫୪୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ପ୍ରାଣ ହରାଇଛନ୍ତି । ଅନୁଗୁଳ,…

ଭଦ୍ରକ ଧାମରା ଉପକୂଳରେ ଲ୍ୟାଣ୍ଡଫଲ କରିବ ୟାଶ୍ , ବାଲେଶ୍ୱରେ ସ୍ଥିତି ଅନୁଧ୍ୟାନ ପାଇଁ ଗୃହ ରାଜ୍ୟମନ୍ତ୍ରୀଙ୍କୁ ପଠାଇଲେ…

ଭୁବନେଶ୍ୱର- ବାତ୍ୟା ୟାଶ୍‌ର ଆଖି ଦୃଶ୍ୟମାନ ହୋଇଛି । ଭଦ୍ରକ ଜିଲ୍ଲାର ଧାମରା ନିକଟରେ ଆସନ୍ତାକାଲି ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟାଶ । ବର୍ତ୍ତମାନ ପାରାଦୀପଠାରୁ ୩୨୦, ବାଲେଶ୍ୱରଠାରୁ ୪୩୦, ଦୀଘାଠାରୁ ୪୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି ବାତ୍ୟା ୟାଶ୍ । ଏହା ଘଣ୍ଟା ପ୍ରତି ୧୦…

ଏପ୍ରିଲ ୧୪ ପରେ ଦୁଇ ଲକ୍ଷ ତଳକୁ ଖସିଲା ସଂକ୍ରମଣ, ଆଉ ୧.୯୬ ଲକ୍ଷ ନୂଆ ମାମଲା, ୩୫୧୧ ମୃତ

ନୂଆଦିଲ୍ଳୀ: ଭାରତରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୯୬,୪୨୭ ନୂଆ ମାମଲା ରେକର୍ଡ କରାଯାଇଛି । ଏପ୍ରିଲ ୧୪ ପରେ ପ୍ରଥମ ଥର ଦେଶରେ ଦୈନିକ ମାମଲା ଦୁଇ ଲକ୍ଷ ତଳକୁ ଖସିଛି । ଦିନକରେ ଏହି ରୋଗରେ ଆଉ ୩୫୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଲକ୍ଷ ୨୬ ହଜାର…

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସାମାନ୍ୟ ହ୍ରାସ, ୨୪ ଘଣ୍ଟାରେ ୧୦୯୩୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦ ହଜାର ୯୩୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିଛି ଦିନ ଧରି ୧୧ ହଜାର ଉପରେ ରହିବା ପରେ ସଂକ୍ରମଣ ତଳକୁ ଖସିଛି । ଦିନକରେ ସଙ୍ଗରୋଧରୁ ୬ ହଜାର ୧୭୮ ଓ ସ୍ଥାନୀୟ ଅଞ୍ଚଳରୁ ୪ ହଜାର ୭୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ…

ବାତ୍ୟା ୟାଶ୍ ପ୍ରଭାବରେ ରାଜ୍ୟର ଉତ୍ତର ଉପକୂଳ ଜିଲ୍ଲାଗୁଡିକରେ ବର୍ଷା ପବନ ଜାରି, ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର- ବାତ୍ୟା ୟାଶ୍ ପ୍ରଭାବରେ ଉତ୍ତର ଓଡିଶାର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ପବନ ଲାଗି ରହିଛି । ୯ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି । ବର୍ତ୍ତମାନ ପାରାଦୀପଠାରୁ ୩୬୦ କିଲୋମିଟର ଦୂରରେ ରହିଛି ୟାଶ୍ । ଆସନ୍ତାକାଲି ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍ କରିବ…