ଗତିପଥ ବଦଳାଇଲା ୟାଶ୍ : ଏସଆରସି କହିଲେ, ବାଲେଶ୍ୱର ସମେତ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ଅଧିକ ବିପଦ

ଭୁବନେଶ୍ୱର- ବାତ୍ୟା ୟାଶ୍ ବାଲେଶ୍ୱର ଜିଲ୍ଲା ସମେତ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ଅଧିକ ବିପଦ ସାଜିବ । ଏସଆରସି ପ୍ରଦୀପ ଜେନା ଏହି ସଦ୍ୟତମ ସୂଚନା ଦେଇଛନ୍ତି । ବାତ୍ୟା ଗତିପଥ ବଦଳାଇଛି । ଧାମରାରୁ ଭିତରକନିକା ମଧ୍ୟରେ ବାତ୍ୟା ୟାଶ୍ ଲ୍ୟାଣ୍ଡଫଲ କରିପାରେ । ବାତ୍ୟା ମୁକାବିଲା…

ବାତ୍ୟା ମୁକାବିଲା ସ୍ଥିତି ନେଇ ସଂଧ୍ୟାରେ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ବାତ୍ୟା ୟାଶ୍ ମାଡିଆସୁଥିବା ବେଳେ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଏହାର ପ୍ରଭାବ ପଡିବାରେ ଲାଗିଛି । ପ୍ରବଳ ବର୍ଷା ସହ ପବନ ଲାଗି ରହିଛି । ଆସନ୍ତାକାଲି ମଧ୍ୟାହ୍ନରେ ୟାଶ ଭଦ୍ରକ ଜିଲ୍ଲା ଧାମରା ନିକଟରେ ଲ୍ୟାଣ୍ଡଫଲ୍ କରିପାରେ । ବାତ୍ୟା ମୁକାବିଲା ପ୍ରସ୍ତୁତିର…

ଝଡବାତ୍ୟାର ନାମକରଣ : କାହିଁକି,କେମିତି

ବିଜନ କୁମାର ମହାପାତ୍ର ଝଡ,ବାତ୍ୟା ଆସିଲେ ସେଗୁଡିକୁ ଆମେ ଏକ ନିର୍ଦ୍ଦିଷ୍ଟ ନାଁରେ ଜାଣିଥାଉ । କାଟ୍ରିନା, ଫାଇଲିନ, ହୁଦହୁଦ୍‌, ନର୍ଗିସ ,ନିସର୍ଗ, ବାୟୁ, ନିବାର, ଅଖି, ଫନି, ଅମ୍ଫନ, ତୌକତେ ଇତ୍ୟାଦି ଇତ୍ୟାଦି । ବିଧ୍ୱଂସକାରୀ ଝଡଗୁଡିକର କାହିଁକି ନାମକରଣ ହୁଏ, ସେ ନେଇ ସାଧାରଣ…

ସରକାରଙ୍କୁ ନିୟମ ମନେ ପକାଇଦେଲେ ପ୍ରଧାନ ବିଚାରପତି, ସିବିଆଇ ନିର୍ଦ୍ଦେଶକ ଦୌଡ଼ରୁ ବାଦ୍ ପଡ଼ିଲେ ଦୁଇ ପ୍ରାର୍ଥୀ

ନୂଆଦିଲ୍ଲୀ: ସିବିଆଇର ନୂଆ ନିର୍ଦ୍ଦେଶକ ଚୟନ ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିରେ ପ୍ରଧାନ ବିଚାରପତି ସରକାରଙ୍କୁ ଏକ ନିୟମ ବିଷୟରେ ଉଲ୍ଲେଖ କରିଥିଲେ । ଏହାପରେ ସିବିଆଇ ନିର୍ଦ୍ଦେଶକ ଦୌଡ଼ରେ ଥିବା ସରକାରଙ୍କ ପସନ୍ଦର ଦୁଇ ପ୍ରାର୍ଥୀ…

ପତଞ୍ଜଳି ଦୁଗ୍ଧ ବିଭାଗର ମୁଖ୍ୟଙ୍କ କରୋନାରେ ମୃତ୍ୟୁ, ଏଲୋପାଥି ଚିକିତ୍ସା ଗ୍ରହଣ କରୁଥିଲେ

ନୂଆଦିଲ୍ଲୀ: ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ଦୁଗ୍ଧ ବିଭାଗ ମୁଖ୍ୟ ସୁନୀଲ ବଂଶଲଙ୍କ କରୋନାରେ ମୃତ୍ୟୁ ହୋଇଯାଇଛି । ବଂଶଲଙ୍କ ଏଲୋପାଥି ଚିକିତ୍ସାରେ ପତଞ୍ଜଳିର କୌଣସି ଭୂମିକା ନଥିଲା ବୋଲି ଏହି ଆୟୁର୍ବେଦ କମ୍ପାନୀ ପକ୍ଷରୁ କୁହାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ…