ଅତିଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେଲା ‘ତୌକତେ’, ଗୁଜରାଟ ଉପକୂଳବର୍ତ୍ତୀ ଅଞ୍ଚଳରୁ ଲକ୍ଷେରୁ ଊର୍ଦ୍ଧ୍ୱ ଲୋକଙ୍କୁ…

ଅହମ୍ମଦାବାଦ: ଆରବ ସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ‘ତୌକତେ’ ଏବେ ଅତିଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି । ସୋମବାର ସକାଳେ ଏହା ଆହୁରି ଶକ୍ତିଶାଳୀ ହୋଇ ଗୁଜୁରାଟ ଉପକୂଳ ଆଡ଼କୁ ମୁହାଁଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ କୁହାଯାଇଛି । ଏବେ ଏହି ଝଡ଼ର ତୀବ୍ରତା ବୃଦ୍ଧି ପାଇଛି ଏବଂ…

ଲଞ୍ଚ୍ ହେଲା ଡିଆର୍‌ଡିଓର କୋଭିଡ୍ ଔଷଧ ‘୨ଡିଜି’

ନୂଆଦିଲ୍ଲୀ: ବଜାରକୁ ଆସିଛି ଡିଆରଡିଓର କୋଭିଡ୍ ନିରୋଧୀ ଔଷଧ ୨-ଡିଅକ୍ସି-ଡି-ଗ୍ଲୁକୋଜ୍ (୨ଡିଜି) । କୋଭିଡ୍ ରୋଗୀଙ୍କ ପାଇଁ ଏହି ସଞ୍ଜିବନୀକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷ ବର୍ଦ୍ଧନ ଆନୁଷ୍ଠାନିକ ଭାବେ ଲଞ୍ଚ୍ କରିଛନ୍ତିି । ନିକଟରେ…

ନାରଦ ଷ୍ଟିଙ୍ଗ୍ ମାମଲା : ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଓ ଜଣେ ବିଧାୟକ ଗିରଫ

କୋଲକାତା: ନାରଦ ଷ୍ଟିଙ୍ଗ୍ ମାମଲାରେ ସିବିଆଇ ଆଜି ମମତା ସରକାରର ଦୁଇ ମନ୍ତ୍ରୀ ଓ ଜଣେ ବିଧାୟକଙ୍କୁ ଗିରଫ କରିଛି । ସିବିଆଇ ଏହି ମାମଲାରେ ମନ୍ତ୍ରୀ ଫିରହାଦ୍ ହାକିମ୍ ଓ ସୁବ୍ରତ ମୁଖାର୍ଜୀଙ୍କଙ୍କ ସହ ତୃଣମୂଳ କଂଗ୍ରେସ ବିଧାୟକ ମଦନ ମିତ୍ରାଙ୍କୁ ଗିରଫ କରିଛି । ନାରଦ ଷ୍ଟିଙ୍ଗ୍ ମାମଲାରେ ଏହି…