ମମତା ବାନାର୍ଜୀଙ୍କ ସାନଭାଇ ଆଶିମ ବାନାର୍ଜୀଙ୍କ କରୋନାରେ ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇ ଆଶିମ ବାନାର୍ଜୀଙ୍କ ପରଲୋକ ହୋଇଯାଇଛି । ଆଶିମ କରୋନା ସଂକ୍ରମିତ ଥିଲେ । ଗତ କିଛିଦିନ ଧରି ସେ ମେଡିକା ସୁପରସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ଆଶିମଙ୍କ ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲର…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅପିଲ: ପିଲାଙ୍କୁ ଏବେ ଟିକା ଦିଅନି, ଗରିବ ଦେଶମାନଙ୍କୁ ଯୋଗାଅ

ନୂଆଦିଲ୍ଲୀ: କୋଭିଡ୍‌-୧୯ର ଦ୍ୱିତୀୟ ବର୍ଷ ବେଶ୍ ଘାତକ ସାବ୍ୟସ୍ତ ହେଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ବିକଶିତ ଦେଶଗୁଡିକୁ ଅନୁରୋଧ କରି କହିଛି ଯେ, ସେମାନେ ପିଲାଙ୍କୁ ଟିକା ଲଗାଇବା ପରିବର୍ତ୍ତେ ଏହା ଗରିବ ଦେଶମାନଙ୍କୁ ଦିଅନ୍ତୁ । ଡବ୍ଲୁଏଚ୍‌ଓ ‘କୋଭାକ୍ସ’ ଯୋଜନା…

ଭାରତରେ ଆଉ ୩.୨୬ ଲକ୍ଷ କରୋନା ମାମଲା ଚିହ୍ନଟ, ୩୮୯୦ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାର ପ୍ରକୋପ ଜାରି ରହିଛି । ଗତ ୨୪ ଘଣ୍ଟାରେ ଭାରତରେ ୩,୨୬,୦୯୮ କରୋନା ମାମଲା ରେକର୍ଡ କରାଯାଇଛି । ଏହି ରୋଗରେ ଆଉ ୩୮୯୦ ଜଣଙ୍କ ମୃତ୍ୟୁ ହୋଇଛି । ନୂଆ କରୋନା ମାମଲା ତୁଳନାରେ ଦିନକରେ ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ଆଉ ୩,୫୩,୨୯୯ ରୋଗୀ ସୁସ୍ଥ ହୋଇଛନ୍ତି ।…

ଗୁଜରାଟରେ ଲୁଚାଯାଉଛି କୋଭିଡ୍ ମୃତ୍ୟୁସଂଖ୍ୟା? ଅଢେ଼ଇ ମାସରେ ଜାରି କରାଯାଇଛି ୧.୨୩ ଲକ୍ଷ ମୃତ୍ୟୁ ପ୍ରମାଣପତ୍ର

ଅହମ୍ମଦାବାଦ: ସାରା ଦେଶରେ କରୋନା ବିପର୍ଯ୍ୟୟ ମଧ୍ୟରେ ଗୁଜରାଟର ଭୟାବହ କୋଭିଡ୍ ପରିସଂଖ୍ୟାନ ସାମ୍ନାକୁ ଆସିଛି। ରାଜ୍ୟରେ ଗତ ୭୧ ଦିନ ମଧ୍ୟରେ ୧.୨୦ ଲକ୍ଷରୁ ଉର୍ଦ୍ଧ୍ଵ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଗତ ବର୍ଷ ଏହି ସମୟ ତୁଳନାରେ ଚଳିତ ବର୍ଷ ମାର୍ଚ୍ଚ ୧ ରୁ ମେ ୧୦ ମଧ୍ୟରେ…