ଚନ୍ଦନ ଯାତ୍ରା ପାଇଁ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ

ଭୁବନେଶ୍ୱର- ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପୂର୍ବରୁ ସେବାୟତଙ୍କ କୋଭିଡ ଟେଷ୍ଟ କରାଯାଇଛି । ଚାପଖେଳ ପୂର୍ବରୁ ସେବାୟତଙ୍କ କୋଊିଡ ଟେଷ୍ଟ ବାଧ୍ୟତାମୂଳକ କରିଥିଲା ବିଏମସି । ଲିଙ୍ଗରାଜ ମନ୍ଦିର ଅଫିସରେ ୩୦ ସେବାୟତ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ ହୋଇଛି । କୋରୋନା କଟକଣା ମଧ୍ୟରେ…

କୋଭିଶିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ୧୨-୧୬ ସପ୍ତାହ ବୃଦ୍ଧି କରିବାକୁ ସୁପାରିସ

ନୂଆଦିଲ୍ଲୀ: ଭାରତରେ କରୋନା ବିରୋଧରେ ଚାଲିଥିବା ଟୀକାକରଣରେ ଏବେ ଦୁଇଟି ଟିକା ବ୍ୟବହାର କରାଯାଉଛି - ସେରମ୍ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍ ର କୋଭାକ୍ସିନ | ଲୋକଙ୍କୁ ଏହି ଦୁଇଟି ଟିକାର ଦୁଇଟି ଡୋଜ୍ ଦିଆଯାଉଛି | ଅନେକ ରାଜ୍ୟରେ ଏବେ ଟିକାର ଅଭାବ ଦେଖାଦେଇଛି | ତୃତୀୟ…

ଝାରପଡା ଜେଲ୍ ସୁପରିଟେଣ୍ଡେଂଟ୍ ଧୀରେନ୍ଦ୍ର ନାଥ ବାରିକଙ୍କୁ ବଦଳି

ଭୁବନେଶ୍ୱର- ଜେଲ୍ ବିଭାଗରେ ଅଦଳ ବଦଳ କରାଯାଇଛି । ଝାରପଡା ଜେଲ୍ ସୁପରିଟେଣ୍ଡେଂଟ୍ ଧୀରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗୀର ଜେଲକୁ ବଦଳି କରାଯାଇଛି । ସରୋଜ କୁମାର ବିଶ୍ୱାଳ ହୋଇଛନ୍ତି ଝାରପଡା ଜେଲର ନୂଆ ସୁପରିଟେଣ୍ଡେଂଟ୍ । ବର୍ତ୍ତମାନ ସେ ପୁରୀ ଜେଲ୍ ଦାୟିତ୍ୱରେ ଅଛନ୍ତି । ବଲାଙ୍ଗିର…

ସାବାସ୍ ସ୍ନେହାଙ୍ଗିନୀ: ଭୟରେ ଆସୁନଥିବା ୩୮ ଲକ୍ଷଣଯୁକ୍ତଙ୍କ ପରୀକ୍ଷା କରାଇଲେ ବିଧାୟିକା, ଡାକ୍ତରୀ ଟିମ୍ ଦ୍ଵାରା ୧୦…

ବରଗଡ଼ : ବର୍ତ୍ତମାନ କରୋନାର ଭୟାବହତା ସାରା ଦୁନିଆଁର ଲୋକଙ୍କୁ ଆତଙ୍କିତ କରି ରଖିଛି । ପ୍ରତିଦିନ ମୃତ୍ୟୁର ଖବର ଲୋକଙ୍କୁ ଅତିଷ୍ଠ କରି ଦେଉଛି । ସେପଟେ , ଗାଁ ଗୁଡିକରେ ରହିଥିବା ଅନ୍ଧବିଶ୍ୱାସ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରି ଦେଉଛି । ପୁଣି ଆକ୍ରାନ୍ତଙ୍କୁ ଲୋକେ ଘୃଣା ଚକ୍ଷୁରେ…

‘ଟିକା, ଅକ୍ସିଜେନ ଓ ଔଷଧ ସହ ପ୍ରଧାନମନ୍ତ୍ରୀ ମଧ୍ୟ ଗାଏବ୍’

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ସାରା ଦେଶରେ ହାହାକାର ସ୍ଥିତି ସୃଷ୍ଟି କରିଛି। କୋଭିଡର‌ ନୂଆ ମାମଲା ସହ ମୃତ୍ୟୁସଂଖ୍ୟା କ୍ରମାଗତ ଭାବେ ବଢୁଛି। ଏଭଳି ଏକ ଘଡିସନ୍ଧି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି…

ଦେଶରେ ଆଉ ୩.୬୨ ଲକ୍ଷ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ପୁଣି ୪ ହଜାରରୁ ଊର୍ଦ୍ଧ୍ୱ ମୃତ

ନୂଆଦିଲ୍ଲୀ: ଗତ ଦୁଇ ଦିନ ସାମାନ୍ୟ ହ୍ରାସ ପରେ ଭାରତରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩,୬୨,୭୨୭ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁସଂଖ୍ୟା ପୁଣି ୪ ହଜାର ଟପିଛି । ଏହି ଘାତକ ରୋଗରେ ଆଉ ୪,୧୨୮ ରୋଗୀଙ୍କ ମୃତ୍ୟୁ ହୋଇଛି । ଗତକାଲି ରେକର୍ଡ ୪୨୦୭…

ଝାରପଡା ଜେଲ୍ ଭିତରେ ଗଞ୍ଜେଇ ଆସରର ଭିଡିଓ ଭାଇରାଲ୍

‌ଭୁବନେଶ୍ୱର- ଝାରପଡା ଜେଲ୍ ଭିତରେ ଗଞ୍ଜେଇ ଆସରର ଏକ ଭିଡିଓ ଭାଇରାଲ୍ ହୋଇଛି । ଜେଲରେ ନାଚଗୀତ ସହ ଗଂଜେଇ ବି ସେବନ ଚାଲିଛି । ତେବେ, କୋରୋନା କାଳରେ ଜେଲ୍ ଭିତରେ ନାଚ-ଗୀତକୁ ନେଇ ଉଠିଛି ପ୍ରଶ୍ନ ଉଠିଥିବା ବେଳେ ଭାଇରାଲ୍ ଭିଡିଓଟି କେବେକାର ତାହା ସ୍ପଷ୍ଟ ହୋଇନାହିଁ । କଡାକଡି ଯାଂଚ ହେବା…