ଠିକାଦାରୀ ଦେବା ନାଁରେ ଲୋକଙ୍କୁ ଠକିଥିବା ଦୁଇ ନକଲି ଆଇଏଏସ ଅଫିସର ଗିରଫ

ଭୁବନେଶ୍ୱର - ନିଜକୁ ଆଇଏଏସ ଅଫିସର କହି ଠକୁଥିବା ଦୁଇ ଠକଙ୍କୁ ଭୁବନେଶ୍ୱର ଓ କଟକରୁ ଗିରଫ କରାଯାଇଛି । କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା –ଇଓଡବ୍ଲ୍ୟୁ ଦୁଇ ନକଲି ଆଇଏଏସଙ୍କୁ ଗିରଫ କରିଛି । ସେମାନେ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର । ଠିକାଦାରୀ ଦେବା ନାଁରେ ଦୁହେଁ ୧…

ମୁଖ୍ୟମନ୍ତ୍ରୀଙ୍କୁ ନୈତିକତାର ପାଠ ପଢାନ୍ତୁ ନାହିଁ ବିରୋଧୀ : ବିଜେଡି

ଭୁବନେଶ୍ୱର- ମମିତା ହତ୍ୟା ଘଟଣାରେ ବିଜେପି କେନ୍ଦ୍ରୀୟ ଟିମକୁ କଡା ଜବାବ ଦେଇଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ନୈତିକତାର ପାଠ ପଢାନ୍ତୁ ନାହିଁ ବୋଲି ଦଳ କହିଛି । ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, କାର୍ଯ୍ୟାନୁଷ୍ଠାନ ନେବାରେ ମୁଖ୍ୟମନ୍ତ୍ରୀ ଆଗୁଆ ।…

ଟି-୨୦ ବିଶ୍ୱକପରେ ସବୁଠୁ ଦ୍ରୁତତମ ବଲ୍ ପକାଇଲେ ଏହି ପାକିସ୍ତାନୀ ବୋଲର୍

ଦୁବାଇ: ୟୁଏଇ ଏବଂ ଓମାନରେ ଚାଲିଥିବା ଟି-୨୦ ବିଶ୍ୱକପରେ ପାକିସ୍ତାନ କ୍ରିକେଟ୍ ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ଶୁକ୍ରବାର ଆଫଗାନିସ୍ତାନକୁ ପାଞ୍ଚ ୱିକେଟରେ ହରାଇ ପାକିସ୍ତାନ ଟୁର୍ନାମେଣ୍ଟରେ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଏହି ବିଜୟ ସହିତ ଦଳ ସେମିଫାଇନାଲରେ ପହଞ୍ଚିବା ପ୍ରାୟ…

ବୈଜ୍ଞାନିକ ଡକ୍ଟର ହୋମୀ ଜାହାଙ୍ଗିର ଭାବାଙ୍କ ଜୟନ୍ତୀର ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- କିମ୍ବଦନ୍ତୀ ବୈଜ୍ଞାନିକ ଡକ୍ଟର ହୋମୀ ଜାହାଙ୍ଗୀର ଭାବାଙ୍କ ଆଜି ହେଉଛି ଜନ୍ମ ବାର୍ଷିକୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନ ବୈଜ୍ଞାନିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଭାରତ ଆଣବିକ କାର୍ଯ୍ୟକ୍ରମରେ ଡକ୍ଟର ଭାବାଙ୍କ ଉଲ୍ଲେଖନୀୟ ଅବଦାନକୁ ସର୍ବଦା…

ଆମେରିକାରେ ୫ ରୁ ୧୧ ବର୍ଷର ପିଲାଙ୍କୁ ଫାଇଜର ଟିକା ଦେବାକୁ ମିଳିଲା ଅନୁମତି

ଓ୍ୱାଶିଂଟନ: ଆମେରିକାରେ ଏବେ ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ ମଧ୍ୟ କରୋନା ଟିକା ଦିଆଯିବ | ଶନିବାର ଦିନ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫ୍-ଡି-ଏ) ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ ଫାଇଜର ବାୟୋଏନଟେକ ଦ୍ବାରା ‌ପ୍ରସ୍ତୁତ ଟିକା ଦେବାକୁ ଅନୁମତି ଦେଇଛି। ଫାଇଜର ବାୟୋଏନଟେକ୍…

ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ବିରୋଧରେ ବିଜେଡିର ହୁଙ୍କାର, ରାଜରାସ୍ତାକୁ ଓହ୍ଲାଇବ ଦଳ

ଭୁବନେଶ୍ୱର- ଦରଦାମ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛି ବିଜେଡି । ଦରଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ଦଳ । ଏ ନେଇ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ନଭେମ୍ବର ୧ ତାରିଖରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ବିଜୁ ମହିଳା…