ଅଭୟଙ୍କ ପରେ କିଏ ? ନୂଆ ଡିଜିପି ପାଇଁ ୧୪ ବରିଷ୍ଠ ଆଇପିଏସଙ୍କ ନାଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇଲେ ରାଜ୍ୟ ସରକାର

ଭୁବନେଶ୍ୱର- ଏ ବର୍ଷ ଡିସେମ୍ବର ୩୧ ତାରିଖରେ ଶେଷ ହେଉଛି ଡିଜିପି ଅଭୟଙ୍କ କାର୍ଯ୍ୟକାଳ । ଅଭୟଙ୍କ ପରେ ଏହି ପଦରେ କିଏ ଅବସ୍ଥାପିତ ହେବେ, ସେ ନେଇ ଚର୍ଚ୍ଚା ମଧ୍ୟରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ୧୪ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ନାଁ ପଠାଇଛନ୍ତି । ସେହି ତାଲିକାକୁ…

ବିବାହ,ବ୍ରତ ଓ ଶୁଦ୍ଧିକ୍ରିୟା ପାଇଁ ପୂର୍ବ କଟକଣା କୋହଳ କଲା ବିଏମସି

ଭୁବନେଶ୍ୱର- ବିବାହ,ବ୍ରତ ଓ ଶୁଦ୍ଧିକ୍ରିୟା ପାଇଁ ଥିବା ପୂର୍ବର କଟକଣା କୋହଳ କରିଛି ଭୁବନେଶ୍ୱର ମହାନଗର ନିଗମ । ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ପାଇଁ କଟକଣା କୋହଳ କରି ନଭେମ୍ବର ମାସ ପାଇଁ ସଂଶୋଧିତ ମାର୍ଗଦର୍ଶିକା ଜାରି କରିଛି ବିଏମସି । ଏଣିକି ଏସବୁ କାର୍ଯ୍ୟରେ ସର୍ବାଧିକ ୨୫୦ ଜଣ ଯୋଗ…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

ଢେଙ୍କାନାଳ – ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞପିତ ପରିଷହ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ରଶ୍ମିରଞ୍ଜନ ବେହେରାଙ୍କୁ ଧରିଛି ଭିଜିଲାନ୍ସ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରର ବକେୟା ବିଲ୍ ଅର୍ଥ ପାସ୍…

ସ୍ୱତନ୍ତ୍ର ଆପ୍ ଜରିଆରେ ଏଥର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

ଭୁବନେଶ୍ୱର – ଖୁବ୍ ଶୀଘ୍ର ରାଜ୍ୟରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇ କହିଛନ୍ତି ଯେ, ୨୦୨୨ ସୁଦ୍ଧା ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତିମାନେ ଏହି ପ୍ରକ୍ରିୟାରେ…

ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ୩୯ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେଲା ସେନା

ନୂଆଦିଲ୍ଲୀ: ଭାରତୀୟ ସେନା ୩୯ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେଇଛି। ଅକ୍ଟୋବର ୨୨ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେନା ଏହି ମହିଳାମାନଙ୍କୁ ୨୮ ଅକ୍ଟୋବର ୨୦୨୧ ରୁ ସ୍ଥାୟୀ କମିଶନ ପ୍ରଦାନ କରିଛି। ଅବଶିଷ୍ଟ ୨୫ ମହିଳା ଅଧିକାରୀଙ୍କୁ କାହିଁକି ସ୍ଥାୟୀ କମିଶନରୁ ବଞ୍ଚିତ…