ଆଜିଠାରୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା- ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ପୁଣି ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଋତୁ ପାଇଁ ବନ୍ଦ ରହିଥିଲା ଅଭୟାରଣ୍ୟ । ଶୀତ ଦିନ ଆସିଥିବାରୁ ପୁଣି ଏହାକୁ ଖୋଲାଯାଇଛି । ଏଥର ମଧ୍ୟ ବାରିପଦା ପଟୁ ପିଠାବଟା ଗେଟ୍ ଓ ଯଶୀପୁର ପଟୁ କାଳିଆମି ଗେଟ୍ ଦେଇ ପର୍ଯ୍ୟଟକ ଅଭୟାରଣ୍ୟ ମଧ୍ୟରେ…

ଆଜିଠାରୁ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରରେ ଦର୍ଶନ କରିବେ ପୁରା ବାସିନ୍ଦା

ପୁରୀ- ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ପୁରୀ ସହର ବାସିନ୍ଦା । ଏଥିପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ଓ ଦୁଇଟି କିଓସ୍କ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ । ସ୍ୱତନ୍ତ୍ର ଧାଡିରେ ପୁରୀ ବାସିନ୍ଦା ସାତ ପାହାଚ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି…

ନୂଆ କୋଭିଡ ଗାଇଡଲାଇନ ଆଜିଠାରୁ ଲାଗୁ

ଭୁବନେଶ୍ୱର – ରାଜ୍ୟରେ ମହମାରୀ କୋରୋନାର କୋପ ହ୍ରାସ ପାଇଥିବା ବେଳେ ଆଜିଠାରୁ ଲାଗୁ ହୋଇଛି ନୂଆ ଗାଇଡଲାଇନ୍ । ଡିସେମ୍ବର ୧ ତାରିଖ ସକାଳ ୫ ପର୍ଯ୍ୟନ୍ତ ନୂଆ କୋଭିଡ ଗାଇଡଲାଇନ ବଳବତ୍ତର ରହିବ । ରାଜ୍ୟରେ ସହରାଂଚଳରେ ପୂର୍ବଭଳି ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତରହିବ ।…

ଦରବୃଦ୍ଧିର ପ୍ରତିବାଦ, ଆଜି ୧୪୭ ନିର୍ବାଚନଣ୍ଡଳୀରେ ବିଜେଡି ମହିଳା ମୋର୍ଚ୍ଚାର ଧାରଣା ଓ ବିକ୍ଷୋଭ

ଭୁବନେଶ୍ୱର- ଦରଦାମ ବୃଦ୍ଧି ପ୍ରତିବାଦରେ ଆଜିଠାରୁ ୭ ତାରିଖ ଯାଏଁ ଶାସକ ବିଜେଡିର ରାଜ୍ୟବ୍ୟାପୀ ବିକ୍ଷୋଭ ଚାଲିବ । ଆଜି ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରତିବାଦ ସଭା କରିବ ବିଜେଡି ମହିଳା ମୋର୍ଚ୍ଚା । ପେଟ୍ରୋଲ ପମ୍ପ ଆଗରେ ଧାରଣା ଦିଆଯିବା ସହ ବିକ୍ଷୋଭ କରାଯିବ ।…

କର୍ମବନ୍ଧନରୁ ଆମକୁ ଚାରି ପ୍ରକାରର ସନ୍ତାନ ପ୍ରାପ୍ତି ହୋଇଥାଏ 

ପୁର୍ବ ଜନ୍ମର କର୍ମାନୁସାରେ ଆମକୁ ସନ୍ତାନ, ମାତା-ପିତା, ଭାଇ-ଭଉଣୀ, ପତି-ପତ୍ନୀ, ପ୍ରେମୀ-ପ୍ରେମିକା, ମିତ୍ର-ଶତ୍ରୁ, ବଂଧୁଜନ ଓ ସମ୍ବନ୍ଧୀ ଇତ୍ୟାଦି ସଂସାରରେ ଯେତେ ସବୁ ସଂପର୍କ ରହିଛି ତାହା ଆମକୁ ମିଳିଥାନ୍ତି। ଏମାନେ ସମସ୍ତେ ପରସ୍ପର ଠାରୁ କିଛି ପୂର୍ବ ଜନ୍ମରେ ଦେଇଥାଆନ୍ତି ବା…

ଗୀତା ମାହାତ୍ମ୍ୟ: ଯାମିମାଂ ପୁଷ୍ପିତାଂ ବାଚମ ପ୍ରବଦ୍ୟନ୍ତବିପଚିତଃ। ବେଦବାଦରତାଃ ପାର୍ଥ ନାନ୍ୟ ଦସ୍ତିତି ବାଦୀନଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମବନ୍ଧନ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - ଯାମିମାଂ ପୁଷ୍ପିତାଂ ବାଚମ ପ୍ରବଦ୍ୟନ୍ତବିପଚିତଃ। ବେଦବାଦରତାଃ ପାର୍ଥ ନାନ୍ୟ ଦସ୍ତିତି ବାଦୀନଃ।। ହେ ଅର୍ଜୁନ ! ଯେଉଁମାନେ ଭୋଗରେ ବୁଡିରହି କର୍ମଫଳର ପ୍ରଶଂସା କରୁଥିବା…