କରୋନା ଅପଡେଟ୍: ବଢୁଛି ମୃତ୍ୟୁ ସଂଖ୍ୟା, ଦିନକରେ ୮୦୫ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଠ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୧୪ ହଜାରରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି। ଦିନକ ପୂର୍ବରୁ ଏହି ମହାମାରୀରେ ୭୦୦ରୁ ଅଧିକ ଲୋକଙ୍କ…

ଜି-୨୦ ଶିଖର ସମ୍ମିଳନୀ ପାଇଁ ଇଟାଲୀରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀରେ ପହଞ୍ଚିଛନ୍ତି। ସେ ସେଠାରେ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏହି ବୈଠକରେ ସେ ଜି-୨୦ର ନେତାଙ୍କ ସହ ମହାମାରୀ, ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ସମେତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବେ।…

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ଶହ ତଳକୁ ଖସିଲା, ୩୬୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- କିଛି ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ଶହ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୬୫ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୧୨ ଓ ସ୍ଥାନୀୟ ଅଂଚଳରୁ ୧୫୩ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୫୬ ଜଣ ଶିଶୁ ଓ କିଶୋର ।…

କୁଚିଣ୍ଡାର ଲଙ୍କା ଓ ଲିଚୁକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଅଣ୍ଟା ଭିଡିଲା ପ୍ରଶାସନ

ଓରମାସ ଓ ମିଶନ ଶକ୍ତି ପକ୍ଷରୁ ଖସଡା ପ୍ରସ୍ତୁତ ସମ୍ବଲପୁର : କାହିଁ କେଉଁ କାଳରୁ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡର ଲଙ୍କା ଓ ଲିଚୁ ଚାଷ ସାରା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଆସିଛି । ଏହାର ନିଆରାପଣ ହିଁ ଏହାର ଚାହିଦାକୁ ଅନେକ ଗୁଣରେ ବଢାଇ ଦେଉଛି । ତେବେ , ବର୍ତ୍ତମାନ…

ଲଗାତାର ତୃତୀୟ ଦିନ ବଢ଼ିଲା ପେଟ୍ରୋଲ-ଡିଜେଲ୍ ଦର‌

ନୂଆଦିଲ୍ଲୀ: ଲଗାତାର ତୃତୀୟ ଦିନ ଇନ୍ଧନ ମୂଲ୍ୟ ବୃଦ୍ଧି ବଢ଼ିଛି | ପେଟ୍ରୋଲ ଏବଂ ଡିଜେଲ ଦର ଶୁକ୍ରବାର ଦିନ ୩୫ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ଏହା ପରେ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୭.୬୪ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଡିଜେଲର ମୂଲ୍ୟ ବର୍ତ୍ତମାନ ୯୭.୩୭ ଟଙ୍କାରେ ପହଞ୍ଚିଛି ‌।…

ଫେସବୁକ୍ ନାମ ବଦଳି ହେଲା ‘ମେଟା’

ସାନ୍ ଫ୍ରାନ୍ସିସ୍କୋ: ଫେସବୁକର ସିଇଓ ମାର୍କ ଜୁକରବର୍ଗ ଏକ ବଡ଼ ଘୋଷଣା କରିଛନ୍ତି। କମ୍ପାନୀର ନାମ ପରିବର୍ତ୍ତନ କରାଯାଇ 'ମେଟା' ରଖାଯାଇଥିବା ସେ କହିଛନ୍ତି | କମ୍ପାନୀର କନେକ୍ଟ ଇଭେଣ୍ଟରେ ଏହା ଘୋଷଣା କରାଯାଇଛି। ନାମ ପରିବର୍ତ୍ତନ ନେଇ କମ୍ପାନୀ ପକ୍ଷରୁ ଟ୍ୱିଟ୍ ମଧ୍ୟ କରାଯାଇଛି । ନୂଆ…

ବଙ୍ଗୋପସାଗରରେ ପୁଣି ଲଘୁଚାପ, ଓଡିଶାରେ ଆଂଶିକ ପ୍ରଭାବ

ଭୁବନେଶ୍ୱର- ବଙ୍ଗୋପସାଗରରେ ପୁଣି ଲଘୁଚାପ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଓଡିଶା ଉପରେ ଏହାର ସିଧାସଳଖ ପ୍ରଭାବ ନ ଥିଲେ ବି ଆଂଶିକ ପ୍ରଭାବ ରହିବ । ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି…