ଦିଗପହଣ୍ଡି ବନାଞ୍ଚଳରେ ୯ ଟିକିଆ ହାତୀ ପଲ

ଦିଗପହଣ୍ଡି: ଦିଗପହଣ୍ଡି ବନାଞ୍ଚଳ ଅନ୍ତର୍ଗତ ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ପହଞ୍ଚିଛନ୍ତି ରତନେଇ ଜଙ୍ଗଲରୁ ଆସିଥିବା ୯ ସଦସ୍ୟ ବିଶିଷ୍ଟ ହାତୀ ପଲ। ଗତକାଲି ରାତିରେ ହାତୀମାନେ ଆସି ମୌଳାଭଣଜା ଗାଁ ରାଧାନଗର ନିକଟ କେତେକ ଧାନ ଚାଷ ଜମିରେ ପଶି ଫସଲ ନଷ୍ଟ କରି ପକାଇଛନ୍ତି। ହାତୀଙ୍କ ଦଳାଚକଟାରେ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଥୁଆମୂଳ ରାମପୁର ବ୍ଲକ ସିଡିପିଓ

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ-ସିଡିପିଓ ପୁଷ୍ପାଞ୍ଜଳି ରଥ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅଙ୍ଗନବାଡି କର୍ମୀ ଭାବେ ଜଣକୁ ନିଯୁକ୍ତ କରିବା ପାଇଁ ସେ ଏକ ଲକ୍ଷ ଟଙ୍କାର ଲାଂଚ ନେଉଥିବା ବେଳେ ତାଙ୍କୁ…

କୋରୋନା ସଂକ୍ରମଣ ଏଣ୍ଡେମିକ ସ୍ଥିତିରେ ରହିଛି : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ବର୍ତ୍ତମାନ କୋରୋନା ଏଣ୍ଡେମିକ୍ ଷ୍ଟେଜ୍‌ରେ ରହିଛି । ଏହି ଷ୍ଟେଜ୍‌ରେ ବି କୋରୋନା ରହିବ । କୋରୋନା ସଂକ୍ରମଣ ବଢିବା ଓ କମିବା ଏକ ଡାଇନାମିକ ପ୍ରୋସେସ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

ଓବିସି, ଇଡବ୍ଲ୍ୟୁଏସ୍ ସଂରକ୍ଷଣର ବୈଧତା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ, ନିଟ୍-ପିଜି ପରୀକ୍ଷା କାଉନସେଲିଂ…

ନୂଆଦିଲ୍ଲୀ: ସୋମବାର ନିଟ୍-ପିଜି ପରୀକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କେନ୍ଦ୍ରକୁ କହିଛନ୍ତି ଯେ ବର୍ତ୍ତମାନ ନିଟ୍-ପିଜିର କାଉନସେଲିଂ ହେବ ନାହିଁ। ଅଲ ଇଣ୍ଡିଆ କୋଟା ରେ ଓବିସି ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀ (ଇଡବ୍ଲ୍ୟୁଏସ୍) ସଂରକ୍ଷଣର…

ଓଡିଶା ଜୁନିଅର ମହିଳା ହକି ଦଳର ଆଉ ଏକ ବୃହତ ବିଜୟ

ଝାନସୀ –ଜାତୀୟ ଜୁନିଅର ମହିଳା ହକି ଚାମ୍ପିଅନସିପରେ ଓଡିଶା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ନିଜର ତୃତୀୟ ମ୍ୟାଚରେ ଓଡିଶା ଦଳ ମଧ୍ୟପ୍ରଦେଶକୁ ୯-୦ ଗୋଲରେ ଶୋଚନୀୟ ଭାବେ ପରାସ୍ତ କରିଛି । ଓଡିଶା ପକ୍ଷରୁ ଅଧିନାୟିକା ଜ୍ୟୋତି ଛତ୍ରୀ ଓ ନେହା ଲାକ୍ରା ଦୁଇଟି ଲେଖାଏଁ ଗୋଲ୍ ସ୍କୋର…

ଓଡିଶାର କିଶୋର ଜେନା ଜାତୀୟ ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ଚାମ୍ପିଅନ

ଭୁବନେଶ୍ୱର- ରାଜ୍ୟର ଉଦୀୟମାନ ଆଥଲେଟ କିଶୋର କୁମାର ଜେନା ନିଜ କ୍ୟାରିଅରର ବଡ ସଫଳତା ହାସଲ କରିଛନ୍ତି । ଦିଲ୍ଲୀରେ ଆୟୋଜିତ ତୃତୀୟ ଜାତୀୟ ଜାଭେଲିନ ଥ୍ରୋ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି କିଶୋର । ସେ ୭୪ ଦଶମିକ ୨୬ ମିଟର ଦୂରତା ଯାଏଁ ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନରେ ରହିବା…