ଆଇସିଏସ୍ଇ ଦଶମ, ଦ୍ୱାଦଶ ସେମିଷ୍ଟାର ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ସିଆଇଏସସିଇ (କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏଗଜାମ୍) ହଠାତ୍ ଆଇସିଏସ୍ଇ (ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍) ଦଶମ ଏବଂ ଆଇଏସସି (ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍) ଦ୍ୱାଦଶ ସେମିଷ୍ଟାର ୨୦୨୧-୨୦୨୨ ସେମିଷ୍ଟାର ପରୀକ୍ଷା ସ୍ଥଗିତ ରଖିବାକୁ…

ରାଜ୍ୟରେ ୫୫୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ୨୭୯

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୫୫୯ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୩୨୧ ଓ ସ୍ଥାନୀୟ ଅଂଚଳରୁ ୨୩୮ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୭୧ ଜଣ ଶିଶୁ ଓ କିଶୋର । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୨୭୯ ଆକ୍ରାନ୍ତ ।…

କାଠଯୋଡି ପୋଲ ଉପରୁ ଡେଇଁ ଜୀବନ ହାରିଲେ ଯୁବକ

କଟକ- କାଠଯୋଡି ପୋଲ ଉପରୁ ନଦୀକୁ ଡେଇଁ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣକ ଭୁବନେଶ୍ୱର ଖାରବେଳନଗରର ହୋଇଥିବା ସୂଚନା ମିଳିଛି । ଗତକାଲି ସପନ ବେହେରା ନାମକ ଯୁବକଙ୍କ ପରିବାର ସେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ଆଜି ଓଡ୍ରାଫ୍ ଟିମ୍ ପକ୍ଷରୁ ଖୋଜାଖୋଜି ପରେ ଯୁବକଙ୍କ ମୃତଦେହ…

ଦାଦାବଟି ମାଗି ଗୁଳାଇଲେ ଦୁର୍ବୃତ୍ତ, ମହିଳା ଆହତ

ପୁରୀ - ପୁରୀରେ ଗତ ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି । ନରେନ୍ଦ୍ର କୋଣ ଅଞ୍ଚଳରେ ଘଟିଛି ଗୁଳିକାଣ୍ଡ । ଦାଦାବଟିକୁ ନେଇ ହୋଇଥିବା ଗୁଳିମାଡରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ସ୍ଥାନୀୟ ଅଂଚଳର ଜିତେନ୍ଦ୍ର…

ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର- ଆଜି ହେଉଛି ପବିତ୍ର ଗଜଲକ୍ଷ୍ମୀ ପୂଜା । ଏହି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ ଲକ୍ଷ୍ମୀଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।…

ଆଜି କୁମାର ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମାର ଚନ୍ଦ୍ରକିରଣ ପ୍ରତ୍ୟେକଙ୍କ ପାଇଁ ଅମୃତ ତୁଲ୍ୟ

ପବିତ୍ର କୁମାର ପୂର୍ଣ୍ଣିମା। ପ୍ରକୃତି ସହିତ ମନୁଷ୍ୟର ଏହା ଏକ ମିଳନ ଦ୍ୟୋତକ। ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ହୋଇ ଉଠିଛି ଉତ୍ସବ ମୁଖର। ଆଜିର ଏହିଦିନ ବିଶେଷ କରି ଚନ୍ଦ୍ର ଉପସନାର ଏକ ପ୍ରକୃଷ୍ଟ ଦିନ। ଆଜି ସନ୍ଧ୍ୟାର ଚନ୍ଦ୍ରକିରଣ ସମସ୍ତଙ୍କ ପାଇଁ ଅମୃତ ତୁଲ୍ୟ। ସେଥିପାଇଁ ଗାଁ ଗହଳିରେ ଆଜିର…

ଗୀତା ମାହାତ୍ମ୍ୟ: ଦେହୀ ନିତ୍ୟଂଅବଧ୍ୟୟମ ଦେହେ ସର୍ଵସ୍ୟ ଭାରତ। ତସ୍ମାତ ସର୍ବାଣୀ ଭୁତାନି ନ ତ୍ଵଂ ଶୋଚିତୁମର୍ହଶି ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଆତ୍ମାର ସ୍ଥିତି ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - ଦେହୀ ନିତ୍ୟଂଅବଧ୍ୟୟମ ଦେହେ ସର୍ଵସ୍ୟ ଭାରତ। ତସ୍ମାତ ସର୍ବାଣୀ ଭୁତାନି ନ ତ୍ଵଂ ଶୋଚିତୁମର୍ହଶି ।। ହେ ଅର୍ଜୁନ ! ଏହି ଆତ୍ମା ସମସ୍ତଙ୍କ ଶରୀରରେ ସର୍ବଦା ଅବଧ୍ୟ। ତେଣୁ…