ପୋଲିସ ହେପାଜତରୁ ସ୍କୁଲ୍ ପରିଚାଳନା ସଭାପତି ଚମ୍ପଟ ଘଟଣାରେ ୩ ପୋଲିସ କର୍ମଚାରୀ ନିଲମ୍ବିତ

ବଲାଙ୍ଗିର – ବଲାଙ୍ଗିର ପୋଲିସ ହେପାଜତରୁ ସନସାଇନ ପବ୍ଲିକ ସ୍କୁଲ ସଭାପତି ଚମ୍ପଟ ମାରିବା ଘଟଣାରେ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ କନେଷ୍ଟବଳ ରାକେଶ ବିଶ୍ୱାଳ,ଦୟା ଜାନୀସ ରବୀନ୍ଦ୍ର ଝିଲେନିଙ୍କୁ ନିଲମ୍ବିତ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୧୦…

ଭିଜିଲାନ୍ସ ଚଢାଉ ପରେ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ ସୁନା ଓ ୨୪ ଲକ୍ଷ ଟଙ୍କାର ହାର ମିଳିଲା

ଭୁବନେଶ୍ୱର – ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଦୀର୍ଘ ୨୩ ଘଣ୍ଟାର ଭିଜିଲାନ୍ସ ଚଢାଉ ପରେ ଜବତ ସାମଗ୍ରୀର ତଥ୍ୟ ମିଳିଛି । ବିଧାୟକଙ୍କ ଘରୁ ୧ ହଜାର ୪୪୦ ଗ୍ରାମ ସୁନା, ୨୪ ଲକ୍ଷ ୨୫ ହଜାର ଟଙ୍କାର ନେକଲେସ ମିଳିଛି । ଏଥିସହ ଜମିଜମା ସଂପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର…

ଭାରତ-ପାକ୍ ମ୍ୟାଚ୍ ଦିନ ସୋସିଆଲ ମିଡ଼ିଆକୁ ବାଏ ବାଏ କହିବେ ସାନିଆ ମିର୍ଜା

ନୂଆଦିଲ୍ଲୀ: ରବିବାର ଠାରୁ ଆରମ୍ଭ ହୋଇଛି ଟି୨୦ ବିଶ୍ୱକପ୍ । ଭାରତ ଏହି ମେଗା ଇଭେଣ୍ଟରେ ନିଜ ଅଭିଯାନ ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ । ସବୁ ମୁକାବିଲାର ଜନନୀ କୁହାଯାଉଥିବା ଏହି ମ୍ୟାଚ୍ ପୂର୍ବରୁ ହିଁ ଦୁଇ ଦେଶର ପୂର୍ବତନ ଖେଳାଳି ଓ ପ୍ରଶଂସକଙ୍କ ମଧ୍ୟରେ ବୟାନବାଜି…

କାଶ୍ମୀରରେ ବଢ଼ୁଛି ସଂଖ୍ୟାଲଘୁ ପ୍ରବାସୀ ଶ୍ରମିକଙ୍କ ଉପରେ ଆତଙ୍କୀ ଆକ୍ରମଣ, ଆଉ ଦୁଇ ଶ୍ରମିକଙ୍କୁ ହତ୍ୟା

ଶ୍ରୀନଗର: କାଶ୍ମୀରରେ ସଂଖ୍ୟାଲଘୁ ପ୍ରବାସୀ ଶ୍ରମିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପ୍ରବାସୀ ଶ୍ରମିକ ଓ ବୁଲା ବେପାରୀଙ୍କ ଉପରେ ତୃତୀୟ ଥର ଆକ୍ରମଣ ହୋଇଛି। ରବିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର କୁଲଗାମର ଏକ ଘରେ ପଶି ଆଖି ବୁଜା ଗୁଳି…