ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ ବଳୟ : ବାତ୍ୟାା ଆଶଙ୍କା ଦୂର କଲା ପାଣିପାଗ ବିଭାଗ, କେବଳ ବର୍ଷା

ଭୁବନେଶ୍ୱର- ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହା ଦକ୍ଷିଣ ଓଡିଶା ଉପକୂଳରେ ପହଂଚିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ କୋହଲା ପାଗ ଓ ସ୍ୱଳ୍ପ ବୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଅକ୍ଟୋବର ୧୬…

ହିମାଚଳ ପ୍ରଦେଶ କିନ୍ନୌର ଜିଲ୍ଲାର ରେକର୍ଡ, ଦେଶର ପ୍ରଥମ ଜିଲ୍ଲା ଭାବେ ୧୦୦% ଟିକାକରଣ

ସିମଲା: ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲା ଟିକାକରଣରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଦେଶର ପ୍ରଥମ ଜିଲ୍ଲା ଭାବରେ କିନ୍ନୌର ଶତ ପ୍ରତିଶତ ଟିକାକରଣ ସଫଳତା ହାସଲ କରିଛି । ଜିଲ୍ଲାରେ ସମସ୍ତ ଲୋକଙ୍କୁ କରୋନା ଟିକାର ଉଭୟ ଡୋଜ୍ ଦିଆଯାଇଛି। କିନ୍ନୌର ଜିଲ୍ଲା ପ୍ରଶାସନ ଏହି ସୂଚନା ଦେଇଛି। ଏ…

ଆର୍ୟନ ଖାନଙ୍କ ସହ ସେଲଫି ଉଠାଇଥିବା ଏନସିବିର ସାକ୍ଷୀଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍

ପୁଣେ: କ୍ରୁଜରୁ ଡ୍ରଗ୍ସ ଜବତ ମାମଲାରେ ଏନସିବିର ଜଣେ ସ୍ବାଧୀନ ସାକ୍ଷୀ କେପି ଗୋସାଭିଙ୍କ ବିରୋଧରେ ପୁଣେ ପୋଲିସ ଲୁକ୍ଆଉଟ୍ ସର୍କୁଲାର ଜାରି କରିଛି। ଲୁକଆଉଟ୍ ସର୍କୁଲାର୍ ହେଉଛି ଏକ ନୋଟିସ ଯାହା ଲୋକଙ୍କୁ ଦେଶ ଛାଡ଼ିବାରୁ ରୋକିଥାଏ | ୨୦୧୮ରେ ଏକ ଠକେଇ ମାମଲାରେ ଗୋସାଭି ପୁଣେ ପୋଲିସର…

ଦୁଇ ଦିନର ବ୍ୟବଧାନ ପରେ ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ୍ ଦର

ନୂଆଦିଲ୍ଲୀ: ଦୁଇ ଦିନର ବ୍ୟବଧାନ ପରେ ପେଟ୍ରୋଲ୍ ଏବଂ ଡିଜେଲ୍ ଦର ଆଜି ପୁଣି ବୃଦ୍ଧି ପାଇଛି। ଏହାପୂର୍ବରୁ ବୁଧବାର ଏବଂ ମଙ୍ଗଳବାର ଦିନ ତୈଳ ଦର ସ୍ଥିର ରହିଥିଲା। ଆଜି ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩୫-୩୫ ପଇସା ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧି ପରେ ଆଜି…

ରାଜ୍ୟରେ ୫୨୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୨୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୬୫ ଜଣ ଶିଶୁ କିଶୋର ଅଛନ୍ତି । ସଙ୍ଗରୋଧରୁ ୩୦୪ ଓ ସ୍ଥାନୀୟ ଅଂଚଳରୁ ୨୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୯ ଓ କଟକରୁ ୬୦ ଆକ୍ରାନ୍ତ ଚିହ୍ନଟ…